ଗଛରେ ପଟିହେଲା ବସ୍

Ordigital Desk
  • Published: Thursday, 12 April 2018
  • , Updated: 12 April 2018, 02:56 PM IST
<p>ସୁବର୍ଣ୍ଣପୁର (ଓଡିଶା ରିପୋର୍ଟର): ସୁବର୍ଣ୍ଣପୁରରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା। ଏକ ବସ୍&zwnj; ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଛି। ସୋନପୁର-ସମ୍ବଲପୁର ରାସ୍ତାର ଅଇଁଲାଛାଟ ନିକଟରେ ଏହି&nbsp; ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୮ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି। ଆହତମାନଙ୍କୁ ଉଲୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।</p>

Related story