ବସ୍ ଧକ୍କାରେ ଓଲଟିଲା ଅଟୋ: ୪ ଗୁରୁତର

ଉଦଳା(ମାନସ ପାଣି): ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ରଙ୍ଗାମାଟିଆ ଛକଠାରେ ଏକ ଅଟୋ ଓ ବସ୍‌ର ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ଅଟୋ ଡ୍ରାଇଭରଙ୍କ ସମେତ ୪ ଜଣ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ଗୁରୁତରମାନେ ବୈଶିଙ୍ଗା ଥାନା ଅନ୍ତର୍ଗତ ଶାଳବଣି ଅଞ୍ଚଳର ବୋଲି ଜଣାପଡ଼ିଛି। ଆଜି ଦିନ ୧୦ଟା ବେଳେ ଏହି ଦୁର୍ଘଟଣା ଘଟିଛି। ଉଦଳାରୁ ଏକ ପରିବାର ଅଟୋ ଯୋଗେ ଶାଳବଣି ଯାଉଥିଲେ। ରଙ୍ଗାମାଟିଆ ଛକ ଠାରେ […]

accident

accident

Jyoshna Pradhan
  • Published: Sunday, 21 July 2019
  • Updated: 21 July 2019, 01:31 PM IST

Sports

Latest News

ଉଦଳା(ମାନସ ପାଣି): ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ରଙ୍ଗାମାଟିଆ ଛକଠାରେ ଏକ ଅଟୋ ଓ ବସ୍‌ର ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ଅଟୋ ଡ୍ରାଇଭରଙ୍କ ସମେତ ୪ ଜଣ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ଗୁରୁତରମାନେ ବୈଶିଙ୍ଗା ଥାନା ଅନ୍ତର୍ଗତ ଶାଳବଣି ଅଞ୍ଚଳର ବୋଲି ଜଣାପଡ଼ିଛି।

ଆଜି ଦିନ ୧୦ଟା ବେଳେ ଏହି ଦୁର୍ଘଟଣା ଘଟିଛି। ଉଦଳାରୁ ଏକ ପରିବାର ଅଟୋ ଯୋଗେ ଶାଳବଣି ଯାଉଥିଲେ। ରଙ୍ଗାମାଟିଆ ଛକ ଠାରେ ଅଟୋକୁ ସାମନା ପଟୁ ଏକ ବସ୍‌ ଧକ୍କା ଦେଇଥିଲା। ଏହାପରେ ଅଟୋଟି ଓଲଟି ପଡ଼ିଥିଲା।

ଖବର ପାଇ ଉଦଳା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story