ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ

କେନ୍ଦୁଝର(ଓଡ଼ିଶା ରିପୋର୍ଟର): କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବାଙ୍କ ସାହିଠାରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ସେଠାକାର ସ୍ଥାନୀୟ ବାସିନ୍ଦା। ତାଙ୍କ ନାଁ ଜଗନ୍ନାଥ ନାୟକ। ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବିରେ ନରଣପୁର-ଡୁବୁରୀ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ। ଏହାସହ ରାସ୍ତାରେ ହମ୍ପସ ନିର୍ମାଣ ଦାବି କରିଛନ୍ତି ଲୋକେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ସହ ଦୁର୍ଘଟଣାର ତଦନ୍ତ କରୁଛି।

jj

Rakesh Mallick
  • Published: Wednesday, 07 March 2018
  • , Updated: 07 March 2018, 01:16 PM IST

କେନ୍ଦୁଝର(ଓଡ଼ିଶା ରିପୋର୍ଟର): କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବାଙ୍କ ସାହିଠାରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ସେଠାକାର ସ୍ଥାନୀୟ ବାସିନ୍ଦା। ତାଙ୍କ ନାଁ ଜଗନ୍ନାଥ ନାୟକ। ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବିରେ ନରଣପୁର-ଡୁବୁରୀ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ। ଏହାସହ ରାସ୍ତାରେ ହମ୍ପସ ନିର୍ମାଣ ଦାବି କରିଛନ୍ତି ଲୋକେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ସହ ଦୁର୍ଘଟଣାର ତଦନ୍ତ କରୁଛି।

https://youtu.be/vI6s6gAx8GY

Related story