ଭାରସାମ୍ୟ ହରାଇ ଗଛକୁ ପିଟିଲା ବାଇକ୍: ତା’ପରେ…

<p>ମୋହନା&nbsp;(ଓଡ଼ିଶା ରିପୋର୍ଟର): ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ତିବତୀୟ କୋଲନୀ ନିକଟ ଛିଟିଙ୍ଗ୍&zwnj; ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟଛି। ଏକ ବାଇକ୍&zwnj; ଭାରସାମ୍ୟ ହରାଇ ଗଛକୁ ପିଟିବାରୁ ୩ ଜଣଙ୍କ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଗଞ୍ଜାମ ଜିଲ୍ଲା&nbsp; ଜରଡ଼ା ଥାନା&nbsp; ସିନ୍ଦରପୁର ଗାଁର ଜଟିଆ ବଳିଆର ସିଂ, ପୁଲପାଣି ଗାଁର ଦିବାକର ବଳିୟାର ସିଂ ଓ ଅନ୍ୟଜଣଙ୍କ ପରିଚୟ ମିଳି ପାରି ନାହିଁ।</p> <p>ଗତକାଲି ବିଳମ୍ୱିତ ରାତିରେ&nbsp; ୩ ଜଣଙ୍କ ଯୁବକ ବାଇକ୍&zwnj;ରେ ଚନ୍ଦ୍ରଗିରି ଠାରୁ ମହେନ୍ଦ୍ରଗଡ଼ ଅଭିମୁଖେ ଯାଉଥିବା ବେଳେ ତାଙ୍କ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତାର ଡାହାଣ ପଟ ଗଛକୁ ପିଟି ହୋଇଥିଲା। ଘଟଣାସ୍ଥଳରେ ହିଁ ତିନି ଜଣଙ୍କର ମୃତ୍ୟୁ ଘଟିଥିଲା। ପୋଲିସ ମୃତକଙ୍କ ଶବ ଜବତ କରି&nbsp; ତଦନ୍ତ କରୁଛି।</p>

Ordigital Desk
  • Published: Friday, 09 March 2018
  • Updated: 09 March 2018, 09:57 AM IST

Sports

Latest News

<p>ମୋହନା&nbsp;(ଓଡ଼ିଶା ରିପୋର୍ଟର): ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ତିବତୀୟ କୋଲନୀ ନିକଟ ଛିଟିଙ୍ଗ୍&zwnj; ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟଛି। ଏକ ବାଇକ୍&zwnj; ଭାରସାମ୍ୟ ହରାଇ ଗଛକୁ ପିଟିବାରୁ ୩ ଜଣଙ୍କ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଗଞ୍ଜାମ ଜିଲ୍ଲା&nbsp; ଜରଡ଼ା ଥାନା&nbsp; ସିନ୍ଦରପୁର ଗାଁର ଜଟିଆ ବଳିଆର ସିଂ, ପୁଲପାଣି ଗାଁର ଦିବାକର ବଳିୟାର ସିଂ ଓ ଅନ୍ୟଜଣଙ୍କ ପରିଚୟ ମିଳି ପାରି ନାହିଁ।</p><p>ଗତକାଲି ବିଳମ୍ୱିତ ରାତିରେ&nbsp; ୩ ଜଣଙ୍କ ଯୁବକ ବାଇକ୍&zwnj;ରେ ଚନ୍ଦ୍ରଗିରି ଠାରୁ ମହେନ୍ଦ୍ରଗଡ଼ ଅଭିମୁଖେ ଯାଉଥିବା ବେଳେ ତାଙ୍କ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତାର ଡାହାଣ ପଟ ଗଛକୁ ପିଟି ହୋଇଥିଲା। ଘଟଣାସ୍ଥଳରେ ହିଁ ତିନି ଜଣଙ୍କର ମୃତ୍ୟୁ ଘଟିଥିଲା। ପୋଲିସ ମୃତକଙ୍କ ଶବ ଜବତ କରି&nbsp; ତଦନ୍ତ କରୁଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos