ଗଛରେ ପିଟି ହେଲା ଆଳୁ ବୋଝେଇ ଟ୍ରକ୍‌, ୨ ମୃତ

Ordigital Desk
  • Published: Monday, 12 February 2018
  • , Updated: 12 February 2018, 09:22 AM IST
<p>ନୟାଗଡ଼(ଓଡ଼ିଶା ରିପୋର୍ଟର): ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅନ୍ତର୍ଗତ କଚେରାସାହି ନିକଟରେ ଏକ ଆଳୁ ବୋଝେଇ ଟ୍ରକ୍&zwnj; &nbsp;ଭାରସାମ୍ୟ ହରାଇ ଏକ ଗଛରେ ପିଟି ହେବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। &nbsp;ଦୁର୍ଘଟଣା ପରେ &nbsp;ଟ୍ରକ୍&zwnj; ଡ୍ରାଇଭର ଫେରାର ହୋଇଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛି।</p> <p>ଆଳୁ ବୋଝେଇ ଟ୍ରକଟି ଭୁବନେଶ୍ୱରରୁ ଖଣ୍ଡପଡ଼ା ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା।</p> <p>&amp;nbsp;</p>

Related story