ବକେୟା ଦରମା ଦାବିରେ ଜାତୀୟ ରାଜପଥ ଅବରୋଧ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ବକେୟା ଦରମା ଦାବିରେ ତାତିଲେ ‘ଆଧୁନିକ ମେଟାଲିକ୍‌’ର କର୍ମଚାରୀ ଏବଂ ଶ୍ରମିକ। ରାଉରକେଲା ନିକଟ କୁଆଁରମୁଣ୍ଡାରେ ଥିବା ‘ଆଧୁନିକ ମେଟାଲିକ୍’ କମ୍ପାନୀର କର୍ମଚାରୀମାନେ ୮ ମାସର ବକେୟା ଦରମା ଦାବିରେ ଆଜି ୧୪୩ ନମ୍ୱର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ତେଣୁ ଉଭୟ ପାର୍ଶ୍ୱରେ ଶହଶହ ଗାଡ଼ି ଅଟକି ରହିଛି। ଏହା ଜିଲ୍ଲାର ସର୍ବ ବୃହତ ଘରୋଇ ଇସ୍ପାତ ଶିଳ୍ପ ଥିବା ବେଳେ ଶ୍ରମିକ ଓ କର୍ମଚାରୀଙ୍କୁ ମାସ ମାସର ଦରମା ନଦେଇ ମାଲିକ […]

strike

strike

Jyoshna Pradhan
  • Published: Thursday, 16 May 2019
  • Updated: 16 May 2019, 12:40 PM IST

Sports

Latest News

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ବକେୟା ଦରମା ଦାବିରେ ତାତିଲେ ‘ଆଧୁନିକ ମେଟାଲିକ୍‌’ର କର୍ମଚାରୀ ଏବଂ ଶ୍ରମିକ। ରାଉରକେଲା ନିକଟ କୁଆଁରମୁଣ୍ଡାରେ ଥିବା ‘ଆଧୁନିକ ମେଟାଲିକ୍’ କମ୍ପାନୀର କର୍ମଚାରୀମାନେ ୮ ମାସର ବକେୟା ଦରମା ଦାବିରେ ଆଜି ୧୪୩ ନମ୍ୱର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ତେଣୁ ଉଭୟ ପାର୍ଶ୍ୱରେ ଶହଶହ ଗାଡ଼ି ଅଟକି ରହିଛି।

strike

ଏହା ଜିଲ୍ଲାର ସର୍ବ ବୃହତ ଘରୋଇ ଇସ୍ପାତ ଶିଳ୍ପ ଥିବା ବେଳେ ଶ୍ରମିକ ଓ କର୍ମଚାରୀଙ୍କୁ ମାସ ମାସର ଦରମା ନଦେଇ ମାଲିକ କାରଖାନା ବନ୍ଦ ରଖୁଛନ୍ତି। ଏଥିସହ ଏହାକୁ ଅନ୍ୟ କମ୍ପାନୀକୁ ବିକ୍ରି କରିବା ମସୁଧା କରୁଥିବା ଅଭିଯୋଗ ହୋଇଛି। କମ୍ପାନୀ ମେ’ ମାସ ୧୪ ତାରିଖରେ ବକେୟା ପାଉଣା ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲା। ହେଲେ ପାଉଣା ଦେବାରେ ବାରମ୍ବାର ସମୟ ବଦଳାଉଥିବାରୁ ଆଜି ବାଧ୍ୟ ହୋଇ ସେମାନେ ଜାତୀୟ ରାଜପଥ ଅବରୋଧ କରିଥିବା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story