ମଦ ଦୋକନ ଉଚ୍ଛେଦ ଦାବିରେ ରାସ୍ତା ଅବରୋଧ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅନ୍ତର୍ଗତ ଜଳନଣ୍ଡାରେ ଥିବା ସରକାରୀ ବିଦେଶୀ ମଦ ଦୋକାନକୁ ବିରୋଧ କରି ଗାଁଲୋକେ ଆଜି ୨୦ ନମ୍ୱର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ ଉଭୟ ପାର୍ଶ୍ୱରେ ଶହଶହ ଗାଡି ଅଟକି ରହିଛି। ପୂର୍ବରୁ ଗାଁଲୋକେ ମଦ ଦୋକାନକୁ ବିରୋଧ କରି ଘଷିପୁରା ଥାନା ଘେରାଉ କରିଥିଲେ। ଇତି ମଧ୍ୟରେ ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ପ୍ରଶାସନ ମଦ ଦୋକାନ ଉଚ୍ଛେଦ ପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ […]

Rakesh Mallick
  • Published: Monday, 11 September 2017
  • , Updated: 11 September 2017, 12:04 PM IST

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅନ୍ତର୍ଗତ ଜଳନଣ୍ଡାରେ ଥିବା ସରକାରୀ ବିଦେଶୀ ମଦ ଦୋକାନକୁ ବିରୋଧ କରି ଗାଁଲୋକେ ଆଜି ୨୦ ନମ୍ୱର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ ଉଭୟ ପାର୍ଶ୍ୱରେ ଶହଶହ ଗାଡି ଅଟକି ରହିଛି।

ପୂର୍ବରୁ ଗାଁଲୋକେ ମଦ ଦୋକାନକୁ ବିରୋଧ କରି ଘଷିପୁରା ଥାନା ଘେରାଉ କରିଥିଲେ। ଇତି ମଧ୍ୟରେ ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ପ୍ରଶାସନ ମଦ ଦୋକାନ ଉଚ୍ଛେଦ ପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଗାଁଲୋକେ ଆଜି ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଏହି ଆନ୍ଦୋଳନରେ ମହିଳା ଓ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ମଧ୍ୟ ସମାଲ ହୋଇଛନ୍ତି।

Related story