ଲୁଟେରା ମାତିବାରୁ ତାତିଲେ ଲୋକେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ବିପର୍ଯ୍ୟସ୍ତ ହୋଇ ପଡ଼ିଛି ଆଇନ ଶୃଙ୍ଖଳା ପରିସ୍ଥିତି। ଏଠାରେ ଲୁଟେରା ମାତି ସିରିଜ୍‌ ଲୁଟ୍‌ ଘଟାଉଥିବା ନିରୀହ ଲୋକଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି । ହେଲେ ସବୁଦେଖି ପୁଲିସ ଚୁପ୍‌ ବସିଛି। ଏହା ଦେଖି ତାତିଛନ୍ତି ସାଧାରଣ ଲୋକେ। ଗତକାଲି ରାତିରେ ଲୁଟେରେମାନେ  ରସୁଲଗଡ଼ସ୍ଥିତ  ଏକ ହୋଟେଲ ମାଲିକଙ୍କଠାରୁ ଲୁଟ୍‌ କରିବା ସହ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ବୁଧବାର ସକାଳେ ରାଜରାସ୍ତାକୁ […]

road-block-2-1..

road-block-2-1..

Niharika Rout
  • Published: Wednesday, 31 July 2019
  • Updated: 31 July 2019, 01:41 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ବିପର୍ଯ୍ୟସ୍ତ ହୋଇ ପଡ଼ିଛି ଆଇନ ଶୃଙ୍ଖଳା ପରିସ୍ଥିତି। ଏଠାରେ ଲୁଟେରା ମାତି ସିରିଜ୍‌ ଲୁଟ୍‌ ଘଟାଉଥିବା ନିରୀହ ଲୋକଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି । ହେଲେ ସବୁଦେଖି ପୁଲିସ ଚୁପ୍‌ ବସିଛି। ଏହା ଦେଖି ତାତିଛନ୍ତି ସାଧାରଣ ଲୋକେ।

ଗତକାଲି ରାତିରେ ଲୁଟେରେମାନେ  ରସୁଲଗଡ଼ସ୍ଥିତ  ଏକ ହୋଟେଲ ମାଲିକଙ୍କଠାରୁ ଲୁଟ୍‌ କରିବା ସହ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ବୁଧବାର ସକାଳେ ରାଜରାସ୍ତାକୁ ଓହ୍ଲାଇଥିଲେ ସ୍ଥାନୀୟ ବାସିନ୍ଦା ଏବଂ ବ୍ୟବସାୟୀ । ରସୁଲଗଡ଼ ଛକରେ ଟାୟାର ଜାଳି ସେମାନେ ରାସ୍ତା ଅବରୋଧ କରିଥିଲେ ।

ଫଳରେ କଟକ-ଭୁବନେଶ୍ୱର, ଭୁବନେଶ୍ୱର-ପୁରୀକୁ ଗାଡ଼ି ଚଳାଚଳ ବ୍ୟାପକ ଭାବେ ବାଧପ୍ରାପ୍ତ ହୋଇଥିଲା ।  ବହୁ ସଂଖ୍ୟାରେ ଗାଡ଼ି ଉଭୟ ପଟ ରାସ୍ତାରେ ଅଟକି ରହିଥିଲା। ପରିସ୍ଥିତିକୁ ଦେଖି ଘଟଣାସ୍ଥଳରେ ବ୍ୟାପକ ଫୋର୍ସ ମୁତୟନ ହୋଇଥିଲେ।

ପୋଲିସ୍ କମିଶନର ସତ୍ୟଜିତ ମହାନ୍ତି ଘଟଣାସ୍ଥଳରେ ପହଞ୍ଚି  ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ । ଅଭିଯୁକ୍ତଙ୍କୁ ଗିରଫ କରିବା ସହ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ପାଇଁ କମିଶନର  ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା । ଏହାପରେ  ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ ପ୍ରତ୍ୟାହାର କରିଛନ୍ତି।  ରାଜଧାନୀରେ ଅପରାଧିକ ଘଟଣା ବଢ଼ି ଚାଲିଥିବା ବେଳେ ଏହାକୁ କିପରି ନିୟନ୍ତ୍ରଣକୁ ଅଣାଯିବ, ସେ ସମ୍ପର୍କରେ ଆଲୋଚନା ଲାଗି  ଆଜି  ସନ୍ଧ୍ୟାରେ କମିଶନର୍ ଏକ ବୈଠକ ଡାକିଥିବା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story