ବର୍ଷା ବିତ୍ପାତରୁ ଅବସ୍ଥା ବେହାଲ; କେଉଁଠି ପୋଲ ଧୋଇଗଲାଣି ତ’ କେଉଁଠି ଖସୁଛି ମାଟି ଅତଡ଼ା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ହେତୁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଲାଗିରହିଛି। ଫଳରେ କେଉଁଠି ବ୍ରିଜ ଧୋଇ ହୋଇଯାଇଛି ତ କେଉଁଠି ଘାଟି ରାସ୍ତାରୁ ମାଟି ଅତଡ଼ା ଖସି ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଯୋଗାଯୋଗକୁ ସ୍ୱାଭାବିକ କରିବାକୁ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି ଆରମ୍ଭ କରାଯାଇଛି। ବାଲେଶ୍ୱର-ମୟୂରଭଞ୍ଜ ଜିଲ୍ଲାକୁ ସଂଯୋଗ କରୁଥିବା ନୀଳଗିରି-କପ୍ତିପଦା ରାସ୍ତାର ଟାଙ୍ଗଣାବନ୍ଧ ପୋଲରୁ ଗତ ରାତିରେ ଅତଡ଼ା ଖସିଯାଇଛି। ଫଳରେ ପୋଲଟି ବିପଦସଙ୍କୁଳ ଅବସ୍ଥାରେ […]

bls

bls

Niharika Rout
  • Published: Wednesday, 10 August 2022
  • Updated: 10 August 2022, 12:24 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ହେତୁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଲାଗିରହିଛି। ଫଳରେ କେଉଁଠି ବ୍ରିଜ ଧୋଇ ହୋଇଯାଇଛି ତ କେଉଁଠି ଘାଟି ରାସ୍ତାରୁ ମାଟି ଅତଡ଼ା ଖସି ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଯୋଗାଯୋଗକୁ ସ୍ୱାଭାବିକ କରିବାକୁ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି ଆରମ୍ଭ କରାଯାଇଛି।

ବାଲେଶ୍ୱର-ମୟୂରଭଞ୍ଜ ଜିଲ୍ଲାକୁ ସଂଯୋଗ କରୁଥିବା ନୀଳଗିରି-କପ୍ତିପଦା ରାସ୍ତାର ଟାଙ୍ଗଣାବନ୍ଧ ପୋଲରୁ ଗତ ରାତିରେ ଅତଡ଼ା ଖସିଯାଇଛି। ଫଳରେ ପୋଲଟି ବିପଦସଙ୍କୁଳ ଅବସ୍ଥାରେ ରହିଛି । ଲଗାଣ ବର୍ଷା ଯୋଗୁଁ ୪୦ ଫୁଲ ଲମ୍ବ ଏହି ପୋଲ ଉପରେ ୨ରୁ ୩ଟି ସ୍ଥାନରେ ବଡ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି । ପୂର୍ବରୁ ଏହି ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ କରାଯାଇଥିବାରୁ କୌଣସି ଜୀବନହାନୀ ହୋଇନି।   ଖବର ପାଇ ନୀଳଗିରି ଉପଜିଲ୍ଲାପାଳ, ପୂର୍ତ୍ତ ବିଭାଗ ଅଧିକାରୀ ପହଞ୍ଚି ତଦାରଖ କରିବା ସହ ଲୋକଙ୍କ ସୁରକ୍ଷିତ ଯାତାୟତ ପାଇଁ ବ୍ୟବସ୍ଥା କରିଛନ୍ତି ।

[caption id="attachment_756453" align="aligncenter" width="650"]nilagiri ନୀଳଗିରି-କପ୍ତିପଦା ରାସ୍ତାର ଟାଙ୍ଗଣାବନ୍ଧ ପୋଲରୁ ଅତଡ଼ା ଖସିଯାଇଛି।[/caption]

କନ୍ଧମାଳ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷାରୁ ଘାଟି ରାସ୍ତାରେ ମାଟି ଅତଡ଼ା ଧସିଛି। ପ୍ରବଳ ବର୍ଷାରୁ ଖଜୁରୀପଡ଼ା ନିକଟ ଗାଡ଼ିଆପଡ଼ା ଘାଟିରେ ମାଟି ଅତଡ଼ା ସହିତ ବଡ଼ ବଡ଼ ଗଛ ମଧ୍ୟ ରାସ୍ତାରେ ଉପରେ ପଡ଼ିରହିଛି । ଫଳରେ ଖଜୁରୀପଡ଼ା- ମାଧପୁର ରାସ୍ତାରେ ଗାଡ଼ି ଚଳପ୍ରଚଳ ବାଧାପ୍ରାପ୍ତ ହୋଇଛି । ରାସ୍ତା ଅବରୋଧ ଯୋଗୁଁ ଦୀର୍ଘ ସମୟ ପର୍ଯ୍ୟନ୍ତ ବହୁ ଲୋକ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇପାରି ନ ଥିଲେ। ସେମାନଙ୍କ ମଧ୍ୟରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ମଧ୍ୟ ଥିଲେ। ଫୁଲବାଣୀ ପୂର୍ତ୍ତ ବିଭାଗ କର୍ମଚାରୀ ପହଞ୍ଚି  ରାସ୍ତାରୁ ଗଛ ଏବଂ ମାଟି ଅତଡ଼ା ସଫା କରିଥିଲେ । ଏହାପରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା।

ଏହାବାଦ ଫୁଲବାଣୀ -ବୌଦ୍ଧ ରାସ୍ତାର ରାଣୀପଥର ଘାଟିରେ ମଧ୍ୟ ମାଟି ଅତଡ଼ା ଖସିଛି । ଏହି ରାସ୍ତାରେ ମଧ୍ୟ ଯାତାୟାତ ପ୍ରଭାବିତ ହୋଇଛି ।  ଖବର ପାଇ ଜାତୀୟ ରାଜପଥ କର୍ମଚାରୀ ପହଞ୍ଚି ଜେସିବି ସାହାଯ୍ୟରେ ଘାଟି ରାସ୍ତାରୁ ମାଟି ସଫା କରିଛନ୍ତି । ରାସ୍ତା ସଫା କରିବା ପରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଛି । ମାଟି ଅତଡ଼ା ବାରମ୍ବାର ଖସୁଥିବାରୁ ଯାତ୍ରୀମାନେ ଭୟଭୀତ ହୋଇ ଯାତାୟତ କରୁଛନ୍ତି।  ବର୍ଷା ଯୋଗୁ ତଳିଆ ଅଞ୍ଚଳରେ ପାଣି ଜମିଥିବା ଦେଖିବାକୁ ମିଳିଛି।

[caption id="attachment_756454" align="aligncenter" width="650"]phulbani ଖଜୁରୀପଡ଼ା ନିକଟ ଗାଡ଼ିଆପଡ଼ା ଘାଟିରେ ମାଟି ଅତଡ଼ା ସହିତ ବଡ଼ ବଡ଼ ଗଛ ରାସ୍ତାରେ ଉପରେ ପଡ଼ିରହିଛି ।[/caption]

ଅବିଶ୍ରାନ୍ତ ବର୍ଷା ଫଳରେ ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକର ଇଞ୍ଚୁଡିର ଗୋଳା ନଈ ଉପରେ ଥିବା ପୋଲର ଆପ୍ରୋଚ ରୋଡ ଧସି ଯାଇଛି  । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।  ତିନିଦିନ ହେବ ମୌସୁମୀ ବର୍ଷା ଲାଗି ରହିବା ଫଳରେ ଏଭଳି ସ୍ଥିତି ଉପୁଜିଛି  । ଏହି ପୋଲ ୮ବର୍ଷ ତଳେ ନିର୍ମାଣ ହୋଇଥିଲା ।  ଏହାର ନିର୍ମାଣରେ ତ୍ରୁଟି ନେଇ ସେତେବେଳେ ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଥିଲେ । ଏବେ ଲଗାଣ ବର୍ଷା ଯୋଗୁ  ପୋଲର ଆପ୍ରୋଚ ରୋଡ ଓ ଗାଡୱାଲ ଧସିଛି ।

[caption id="attachment_756455" align="aligncenter" width="650"]bls ଇଞ୍ଚୁଡିର ଗୋଳା ନଈ ଉପରେ ଥିବା ପୋଲର ଆପ୍ରୋଚ ରୋଡ ଧସି ଯାଇଛି  ।[/caption]

ମାଲକାନଗିରି ଜିଲ୍ଲାରେ ବର୍ଷା କମିଛି, ହେଲେ ହ୍ରାସ ପାଇନି ଜଳସ୍ତର । ଗୋଦାବନୀ ନଦୀର ଜଳସ୍ତର ବୃଦ୍ଧି ପାଉଛି । ଗୋଦାବରୀ ନଦୀ ବିପଦ ସଂକେତ ଠାରୁ ୨ ଫୁଟ ତଳେ ରହିଛି । ମୋଟୁ ନିକଟରେ ଏବେବି ଜାତୀୟ ରାଜପଥ ଉପରେ ପାଣି ରହିଛି । ଫଳରେ ଆନ୍ଧ୍ର ତେଲେଙ୍ଗାନା ଓ ଛତିଶଗଡ଼କୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଉଭୟପଟେ ଗାଡିଗୁଡିକ ଅଟକି ରହିଛି । ଗୋଦାବରୀ ନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ସାବେରୀ ନଦୀରେ ଜଳ ନିଷ୍କାସନ ହୋଇପାରୁନି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story