ବସ୍‌କୁ ପଛପଟୁ ଧକ୍କା ଦେଲା ଟ୍ରକ୍‌; ଜଣେ ଶିଶୁ ମୃତ, ୨୦ ଆହତ

ତେଲକୋଇ (ଚିନ୍ମୟ ସାହୁ): କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଘାଟିରେ ଲୁହାପଥର ବୋଝେଇ ଟ୍ରକ୍‌ ଧକ୍କାରେ ଏକ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିବାରୁ ଜଣେ ଶିଶୁର ମୃତ୍ୟୁ ଘଟିଥିବା ବେଳେ ଆଉ ୨୦ଜଣ ଆହତ ହୋଇଛନ୍ତି। ମୃତ ଶିଶୁର ଘର କେନ୍ଦୁଝର ଜିଲ୍ଲା ପିପିଳିଆରେ ବୋଲି ଜଣାପଡ଼ିଛି। ତାକୁ ୬ବର୍ଷ ହୋଇଥିଲା। ଆହତଙ୍କ ମଧ୍ୟରୁ ୧୮ ଜଣଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।  ଗତକାଲି  ବିଳମ୍ବିତ […]

bus-accident

bus-accident

Tapaswini Nayak
  • Published: Thursday, 25 April 2019
  • Updated: 25 April 2019, 11:18 AM IST

Sports

Latest News

ତେଲକୋଇ (ଚିନ୍ମୟ ସାହୁ): କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଘାଟିରେ ଲୁହାପଥର ବୋଝେଇ ଟ୍ରକ୍‌ ଧକ୍କାରେ ଏକ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିବାରୁ ଜଣେ ଶିଶୁର ମୃତ୍ୟୁ ଘଟିଥିବା ବେଳେ ଆଉ ୨୦ଜଣ ଆହତ ହୋଇଛନ୍ତି।

ମୃତ ଶିଶୁର ଘର କେନ୍ଦୁଝର ଜିଲ୍ଲା ପିପିଳିଆରେ ବୋଲି ଜଣାପଡ଼ିଛି। ତାକୁ ୬ବର୍ଷ ହୋଇଥିଲା। ଆହତଙ୍କ ମଧ୍ୟରୁ ୧୮ ଜଣଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। 

ଗତକାଲି  ବିଳମ୍ବିତ ରାତିରେ ଏ ଦୁର୍ଘଟଣା ଘଟିଛି। ‘ରାକେଶ’ ନାମକ ଏହି ଘରୋଇ ବସ୍‌ଟି କେନ୍ଦୁଝରରୁ ରାଉରକେଲା ଯାଉଥିବା ବେଳେ କାଞ୍ଜିପାଣି ଘାଟିରେ ଏକ ଲୁହାପଥର ବୋଝେଇ ଟ୍ରକ ଏହାକୁ ପଛରୁ ଧକ୍କା ଦେଇଥିଲା। ଫଳରେ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଥିଲା। ସେହିପରି ଟ୍ରକ୍‌ଟି ପୋଲ ତଳକୁ ଓଲଟି ପଡ଼ିଥିଲା।

ବସ୍‌ଟି ଓଲଟିବା ବେଳେ ୬ ବର୍ଷର ଉକ୍ତ ଶିଶୁଟି ରାସ୍ତାକୁ ଛିଟିକି ପଡ଼ିଥିଲା ଓ ବସ୍ ତଳେ ଚାପି ହୋଇଯାଇଥିଲା। ଘଟଣାସ୍ଥଳରେ ହିଁ ତା’ର ମୃତ୍ୟୁ ଘଟିଥିଲା।  କାଞ୍ଜିପାଣି ପୁଲିସ୍‌ ପହଞ୍ଚି ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲା।

ମୃତ ଶିଶୁଟି ପରିବାର ଲୋକଙ୍କ ସହ ଏକ ବାହାଘର କାର୍ଯ୍ୟକ୍ରମରେ ଯୋଗଦେବାକୁ ରାଉରକେଲା ଯାଉଥଲା। ତା’ ପରିବାରର ୫ ଜଣ ସଦସ୍ୟ ଆହତ ହୋଇଛନ୍ତି।

ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା କୁହାଯାଉଛି। ତା’ ସଂପର୍କରେ କିଛି ଖବର ମିଳିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story