ରୋଜ୍‌ଭ୍ୟାଲି ଠକେଇ:୪ ଦିନ ରିମାଣ୍ଡରେ ଗଲେ ଗୌତମ କୁଣ୍ଡୁ

ଭୁବନେଶ୍ୱର: ରୋଜଭ୍ୟାଲି ଚିଟ୍‌ଫଣ୍ଡ ଠକେଇ ମାମଲାରେ ୪ ଦିନିଆ ରିମାଣ୍ଡରେ ଗଲେ କମ୍ପାନୀ ମୁଖ୍ୟ ଗୌତମ କୁଣ୍ଡୁ। ରିମାଣ୍ଡରେ ଯିବା ପାଇଁ ବାଲେଶ୍ୱର ଚିଟ୍‌ଫଣ୍ଡ କୋର୍ଟ ଅନୁମତି ଦେଇଛନ୍ତି । ଆଜି ତାଙ୍କର ୫ଦିନିଆ ରିମାଣ୍ଡ ସରିବା ପରେ ଗୌତମ କୁଣ୍ଡୁଙ୍କୁ ବାଲେଶ୍ୱର ସ୍ପେଶାଲ ଚିଟ୍‌ଫଣ୍ଡ କୋର୍ଟରେ EOW ପକ୍ଷରୁ ହାଜର କରାଯାଇଥିଲା। କୁଣ୍ଡୁଙ୍କୁ ୫ଦିନ ରିମାଣ୍ଡରେ ନେବା ପାଇଁ EOW ଆବେଦନ କରିଥିଲା। ତେବେ କୋର୍ଟ ୪ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି।

kundu

Rakesh Mallick
  • Published: Wednesday, 10 May 2017
  • , Updated: 10 May 2017, 01:34 PM IST

ଭୁବନେଶ୍ୱର: ରୋଜଭ୍ୟାଲି ଚିଟ୍‌ଫଣ୍ଡ ଠକେଇ ମାମଲାରେ ୪ ଦିନିଆ ରିମାଣ୍ଡରେ ଗଲେ କମ୍ପାନୀ ମୁଖ୍ୟ ଗୌତମ କୁଣ୍ଡୁ। ରିମାଣ୍ଡରେ ଯିବା ପାଇଁ ବାଲେଶ୍ୱର ଚିଟ୍‌ଫଣ୍ଡ କୋର୍ଟ ଅନୁମତି ଦେଇଛନ୍ତି । ଆଜି ତାଙ୍କର ୫ଦିନିଆ ରିମାଣ୍ଡ ସରିବା ପରେ ଗୌତମ କୁଣ୍ଡୁଙ୍କୁ ବାଲେଶ୍ୱର ସ୍ପେଶାଲ ଚିଟ୍‌ଫଣ୍ଡ କୋର୍ଟରେ EOW ପକ୍ଷରୁ ହାଜର କରାଯାଇଥିଲା।

କୁଣ୍ଡୁଙ୍କୁ ୫ଦିନ ରିମାଣ୍ଡରେ ନେବା ପାଇଁ EOW ଆବେଦନ କରିଥିଲା। ତେବେ କୋର୍ଟ ୪ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି।

Related story