ରାଉରକେଲା ରେଳବାଇରେ ଚାକିରି ଦେବା ନାଁରେ ଠକେଇ: ଜଣେ କର୍ମଚାରୀ ସମେତ ୩ ଗିରଫ  

ରାଉରକେଲା:ରାଉରକେଲା ରେଳବାଇରେ ଚାକିରି ଦେବା ନାଁରେ ଠକେଇ ଅଭିଯୋଗରେ ରେଳବାଇର ମେକାନିକାଲ ଫିଟର ହ୍ୟାରି ଆନ୍ଥୋନୀଙ୍କ ସମେତ ୨ଜଣଙ୍କୁ  ବନ୍ଧମୁଣ୍ଡା ପୋଲିସ୍‌ ଗିରଫ କରିଛି। ସେମାନେ ହେଲେ ବିଲକାନ ଭେଙ୍ଗରା ଓ ସୁଗାନ ଗୁଡ଼ିଆ। ମିଳିଥିବା ସୂଚନା ଅନୁୟାୟୀ ଏହି ଅଭିଯୁକ୍ତମାନେ ରାଉରକେଲା ରେଳବାଇରେ ଚାକିରି ଦେବା ପାଇଁ ୧୯ଲକ୍ଷ ଟଙ୍କା ଠକି ନେଇ ଜାଲ ନିୟୁକ୍ତିପତ୍ର ଦେଇଥିବା ଅଭିଯୋଗ ହୋଇଛି। ପୋଲିସ୍‌  ଅଭିଯୁକ୍ତଙ୍କ ପାଖରୁ ବହୁ କାଗଜପତ୍ର ଜବତ କରିଛି। ଏ ନେଇ ଅଧିକ ଅନୁସନ୍ଧାନ […]

rourkela

Rakesh Mallick
  • Published: Sunday, 18 September 2016
  • , Updated: 18 September 2016, 01:56 PM IST

ରାଉରକେଲା:ରାଉରକେଲା ରେଳବାଇରେ ଚାକିରି ଦେବା ନାଁରେ ଠକେଇ ଅଭିଯୋଗରେ ରେଳବାଇର ମେକାନିକାଲ ଫିଟର ହ୍ୟାରି ଆନ୍ଥୋନୀଙ୍କ ସମେତ ୨ଜଣଙ୍କୁ  ବନ୍ଧମୁଣ୍ଡା ପୋଲିସ୍‌ ଗିରଫ କରିଛି। ସେମାନେ ହେଲେ ବିଲକାନ ଭେଙ୍ଗରା ଓ ସୁଗାନ ଗୁଡ଼ିଆ।

ମିଳିଥିବା ସୂଚନା ଅନୁୟାୟୀ ଏହି ଅଭିଯୁକ୍ତମାନେ ରାଉରକେଲା ରେଳବାଇରେ ଚାକିରି ଦେବା ପାଇଁ ୧୯ଲକ୍ଷ ଟଙ୍କା ଠକି ନେଇ ଜାଲ ନିୟୁକ୍ତିପତ୍ର ଦେଇଥିବା ଅଭିଯୋଗ ହୋଇଛି। ପୋଲିସ୍‌  ଅଭିଯୁକ୍ତଙ୍କ ପାଖରୁ ବହୁ କାଗଜପତ୍ର ଜବତ କରିଛି। ଏ ନେଇ ଅଧିକ ଅନୁସନ୍ଧାନ ଚାଲିଥିବା ପୋଲିସ୍‌  ପକ୍ଷରୁ କୁହାଯାଇଛି।

Related story