ରାଉରକେଲା ଏନ୍‌ଆଇଟି ନିର୍ଦ୍ଦେଶକ ପଦବୀରୁ ସୁନୀଲ ଷଡ଼ଙ୍ଗୀଙ୍କ ଇସ୍ତଫା

ରାଉରକେଲା: ରାଉରକେଲା ଏନ୍‌ଆଇଟି ନିର୍ଦ୍ଦେଶକ ପଦବୀରୁ ସୁନୀଲ ଷଡ଼ଙ୍ଗୀ ଇସ୍ତଫା ଦେଇଛନ୍ତି। ମାନବ ସମ୍ବଲ ବିକାଶ ମନ୍ତ୍ରଣାଳୟ ସଚିବଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଥିବା କହିଛନ୍ତି। ସେ କହିଛନ୍ତି, “ଏନଆଇଟି  ଓ ବୋର୍ଡ ଅଫ୍ ଗଭର୍ଣ୍ଣାନ୍ସ ମଧ୍ୟରେ ଅସଙ୍ଗତି ରହୁଛି। ଫଳରେ କିଛିଦିନ ହେଲା ପ୍ରଶାସନିକ ସଙ୍କଟ ଦେଖାଦେଇଛି। ତେଣୁ ମୋ ସ୍ଥାନରେ ଅନ୍ୟ କେହି ଦାୟିତ୍ୱରେ ରହିଲେ ଠିକ୍ ଭାବେ କାର୍ଯ୍ୟ ପରିଚାଳନା କରିପାରିବେ ବୋଲି ଆଶା କରୁଛି।” ସେ କହିଛନ୍ତି, “ଶିକ୍ଷାନୁଷ୍ଠାନର ବୃହତ୍ତର […]

dilip sadangi

Rakesh Mallick
  • Published: Saturday, 30 April 2016
  • , Updated: 01 May 2016, 04:43 AM IST

ରାଉରକେଲା: ରାଉରକେଲା ଏନ୍‌ଆଇଟି ନିର୍ଦ୍ଦେଶକ ପଦବୀରୁ ସୁନୀଲ ଷଡ଼ଙ୍ଗୀ ଇସ୍ତଫା ଦେଇଛନ୍ତି। ମାନବ ସମ୍ବଲ ବିକାଶ ମନ୍ତ୍ରଣାଳୟ ସଚିବଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଥିବା କହିଛନ୍ତି। ସେ କହିଛନ୍ତି, “ଏନଆଇଟି  ଓ ବୋର୍ଡ ଅଫ୍ ଗଭର୍ଣ୍ଣାନ୍ସ ମଧ୍ୟରେ ଅସଙ୍ଗତି ରହୁଛି। ଫଳରେ କିଛିଦିନ ହେଲା ପ୍ରଶାସନିକ ସଙ୍କଟ ଦେଖାଦେଇଛି। ତେଣୁ ମୋ ସ୍ଥାନରେ ଅନ୍ୟ କେହି ଦାୟିତ୍ୱରେ ରହିଲେ ଠିକ୍ ଭାବେ କାର୍ଯ୍ୟ ପରିଚାଳନା କରିପାରିବେ ବୋଲି ଆଶା କରୁଛି।”

ସେ କହିଛନ୍ତି, “ଶିକ୍ଷାନୁଷ୍ଠାନର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ନିଜ ଇଚ୍ଛାରେ ପଦ ଛାଡିଛି। ଇସ୍ତଫା ପରେ ଭୁବନେଶ୍ୱରରେ ରହି ଅନ୍ୟ ଶିକ୍ଷାନୁଷ୍ଠାନ ସହ ଜଡିତ ରହିବି।

Related story