ମିସେସ ଇଣ୍ଡିଆ ପ୍ରତିଯୋଗିତାରେ ରନର୍ସ ଅପ୍‌ ହେଲେ ରାଉରକେଲାର ଶିଭାଙ୍ଗୀ

Ordigital Desk
  • Published: Saturday, 12 May 2018
  • , Updated: 12 May 2018, 07:34 PM IST
<p>ରାଉରକେଲା (ଓଡ଼ିଶା ରିପୋର୍ଟର): ଇଣ୍ଡିଆ ଇନୋଭେସନ ସଂସ୍ଥା ପକ୍ଷରୁ ନୂଆଦିଲ୍ଲୀରେ ଆୟୋଜିତ ମିସେସ ଇଣ୍ଡିଆ ପ୍ରତିଯୋଗିତାରେ ରନର୍ସ ଅପ ହୋଇଛନ୍ତି ରାଉରକେଲା ଝିଅ ଶିଭାଙ୍ଗୀ। ଟାଇଟଲ ଜିତି ରାଉରକେଲା ଫେରିବା ପରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ତାଙ୍କୁ ସ୍ୱାଗତ କରିବା ପାଇଁ ରେଳଷ୍ଟେସନରେ ଅନେକ ଅନୁଷ୍ଠାନର କର୍ମକର୍ତ୍ତା ପହଞ୍ଚି ଥିଲେ।</p> <p>ଟାଇଟଲ ପାଇଁ ଶିଭାଙ୍ଗୀ ଅନେକ ପରିଶ୍ରମ କରିଥିବାବେଳେ ଏଥିପାଇଁ ତାଙ୍କ ପରିବାର ପକ୍ଷରୁ ମିଳିଥିଲା ସମର୍ଥନ। ତେଣୁ ନିଜ ସଫଳତାର ଶ୍ରେୟ ବାପା ମାଆ ଏବଂ ସ୍ୱାମୀଙ୍କୁ ଦେଇଛନ୍ତି ଶିଭାଙ୍ଗୀ।</p>

Related story