ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ

ରାଉରକେଲା (ପବନ ତିୱାରୀ): ଡ୍ରାଇଭରଙ୍କ ନାଁରେ ଠକେଇ ଅଭିଯୋଗ। ତେବେ ଠକେଇ ଅଭିଯୋଗ କୋଉ ହଜାରେ କି ଲକ୍ଷେ ଟଙ୍କାର ନୁହେଁ, ଏକାଥରକେ ୨୮ କୋଟି ଟଙ୍କା। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ, ଏହା ସତ। ଏମିତି ଏକ ସାଙ୍ଘାତିକ ଅଭିଯୋଗ ଆସିଛି ରାଉରକେଲାରୁ। ରାଉରକେଲା ସେକ୍ଟର-୨୦ର ଜଣେ ଡ୍ରାଇଭରଙ୍କୁ ଏ ନେଇ GST ବିଭାଗ ନୋଟିସ୍ ପଠାଇଛି। ଏହି ଡ୍ରାଇଭରଙ୍କ ନାଁରେ ୨୮ କୋଟି ୨୮ଲକ୍ଷ ଟଙ୍କାର ଠକେଇ ନେଇ ନୋଟିସ୍ ହୋଇଛି। ଏ ବାବଦରେ […]

gst

gst

Ranjit Kumar Jena
  • Published: Thursday, 29 October 2020
  • Updated: 29 October 2020, 11:37 AM IST

Sports

Latest News

ରାଉରକେଲା (ପବନ ତିୱାରୀ): ଡ୍ରାଇଭରଙ୍କ ନାଁରେ ଠକେଇ ଅଭିଯୋଗ। ତେବେ ଠକେଇ ଅଭିଯୋଗ କୋଉ ହଜାରେ କି ଲକ୍ଷେ ଟଙ୍କାର ନୁହେଁ, ଏକାଥରକେ ୨୮ କୋଟି ଟଙ୍କା। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ, ଏହା ସତ। ଏମିତି ଏକ ସାଙ୍ଘାତିକ ଅଭିଯୋଗ ଆସିଛି ରାଉରକେଲାରୁ। ରାଉରକେଲା ସେକ୍ଟର-୨୦ର ଜଣେ ଡ୍ରାଇଭରଙ୍କୁ ଏ ନେଇ GST ବିଭାଗ ନୋଟିସ୍ ପଠାଇଛି।

ଏହି ଡ୍ରାଇଭରଙ୍କ ନାଁରେ ୨୮ କୋଟି ୨୮ଲକ୍ଷ ଟଙ୍କାର ଠକେଇ ନେଇ ନୋଟିସ୍ ହୋଇଛି। ଏ ବାବଦରେ ଡ୍ରାଇଭରଙ୍କୁ ୪ କୋଟି ଟଙ୍କାର ଜୋରିମାନା ଦେବାକୁ ମଧ୍ୟ ନୋଟିସ୍ କରାଯାଇଛି। ତେବେ GST ଠକେଇ ସମ୍ପର୍କରେ ଡ୍ରାଇଭର୍ ଜଣକ କିଛି ଜାଣିନଥିବା କହିଛନ୍ତି। ତାଙ୍କ ନାଁକୁ ବ୍ୟବହାର କରି ଆଉ କେହି ଏଭଳି ଠକେଇ କରିଥିବା ସେ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos