୫୦ ଟଙ୍କା ହେଲା ରେଳ ଷ୍ଟେସନ୍‌ ପ୍ଲାଟଫର୍ମ ଟିକଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରେଳ ଷ୍ଟେସନ୍‌ ପ୍ଲାଟଫର୍ମ ଟିକଟ ଦର ୧୦ରୁ ୫୦ ଟଙ୍କାକୁ ବୃଦ୍ଧି କରାଯାଇଛି। ‘କରୋନା’ ସଂକ୍ରମଣ ରୋକିବାକୁ ପୂର୍ବତଟ ରେଳପଥ ଏଭଳି ପଦକ୍ଷେପ ନେଇଛି। ପ୍ଲାଟଫର୍ମ ଟିକଟ ଦର ବୃଦ୍ଧି ହେଲେ ଷ୍ଟେସନରେ ଅଯଥା ଭିଡ଼କୁ ଏଡ଼ାଇ ଦେଇହେବ ବୋଲି ଆଶା ରଖିଛି ପୂର୍ବତଟ ରେଲୱେ। ତେବେ ସାମୟିକ ଭାବେ ଏହି ଦର ବୃଦ୍ଧି କରାଯାଇଥିବା ସୂଚନା ଦିଆଯାଇଛି। ଏହି ଦର ଭୁବନେଶ୍ୱର, କଟକ, ପୁରୀ, ଭଦ୍ରକ, ବ୍ରହ୍ମପୁର ଷ୍ଟେସନ ସମେତ ରାୟଗଡ଼ା, ସମ୍ବଲପୁର, […]

Trains

Trains

Manoranjan Sial
  • Published: Wednesday, 18 March 2020
  • Updated: 18 March 2020, 09:53 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରେଳ ଷ୍ଟେସନ୍‌ ପ୍ଲାଟଫର୍ମ ଟିକଟ ଦର ୧୦ରୁ ୫୦ ଟଙ୍କାକୁ ବୃଦ୍ଧି କରାଯାଇଛି। ‘କରୋନା’ ସଂକ୍ରମଣ ରୋକିବାକୁ ପୂର୍ବତଟ ରେଳପଥ ଏଭଳି ପଦକ୍ଷେପ ନେଇଛି। ପ୍ଲାଟଫର୍ମ ଟିକଟ ଦର ବୃଦ୍ଧି ହେଲେ ଷ୍ଟେସନରେ ଅଯଥା ଭିଡ଼କୁ ଏଡ଼ାଇ ଦେଇହେବ ବୋଲି ଆଶା ରଖିଛି ପୂର୍ବତଟ ରେଲୱେ। ତେବେ ସାମୟିକ ଭାବେ ଏହି ଦର ବୃଦ୍ଧି କରାଯାଇଥିବା ସୂଚନା ଦିଆଯାଇଛି। ଏହି ଦର ଭୁବନେଶ୍ୱର, କଟକ, ପୁରୀ, ଭଦ୍ରକ, ବ୍ରହ୍ମପୁର ଷ୍ଟେସନ ସମେତ ରାୟଗଡ଼ା, ସମ୍ବଲପୁର, ବିଜୟନଗରମ, ଶ୍ରୀକାଲୁମରେ ଲାଗୁ କରାଯାଇଛି।

‘କରୋନା’ର ପ୍ରଭାବ ଟ୍ରେନ୍ ସେବା ଉପରେ ପଡ଼ିଛି। ଗତ ୬ ଦିନରେ ପୂର୍ବତଟ ରେଳପଥରେ ୧ ଲକ୍ଷରୁ ଊର୍ଦ୍ଧ୍ୱ ଟିକେଟ କ୍ୟାନସଲ କଲେଣି ଯାତ୍ରୀ। ୧୪ ତାରିଖରେ ୧,୭୦୮ଟି ଟିକେଟ ଓ ୧୫ ତାରିଖରେ ୧,୪୩୦ ଟିକେଟ୍ ବାତିଲ ହୋଇଛି। କେବଳ ପୂର୍ବତଟ ନୁହେଁ, ଦେଶବ୍ୟାପି ୮୦ ପ୍ରତିଶତ ଟ୍ରେନ ଟିକେଟ ବାତିଲ ହୋଇଥିବା ରେଳ ବିଭାଗ ସୂଚନା ଦେଇଛି। ଯାତ୍ରୀ ସଂଖ୍ୟା କମୁଥିବାରୁ ପୂର୍ବତଟ ରେଳପଥର ୫ଟି ସ୍ୱତନ୍ତ୍ର ଟ୍ରେନ ବାତିଲ କରିଦିଆଯାଇଛି। ସେପଟେ ମୁମ୍ବାଇରେ ୫୦ ଟଙ୍କାକୁ ବୃଦ୍ଧି ପାଇଛି ପ୍ଲାଟଫର୍ମ ଟିକେଟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story