ନିଶା ବେପାରୀଙ୍କ ଘରୁ ମିଳିଲା ନଗଦ ୭୫ ଲକ୍ଷ ଟଙ୍କା ଓ ୮ କେଜି ସୁନା

ଖଲ୍ଲିକୋଟ(ଶିଲୁ ବିଶ୍ୱାଳ): ଗଞ୍ଜେଇ ଖୋଜିବାକୁ ଯାଇ କେଜି କେଜି ସୁନା ଓ ବଣ୍ଡଲ ବଣ୍ଡଲ୍‌ ଟଙ୍କା ଜବତ କରିଛି ପୁଲିସ। ଜଣେ ନିଶା ବେପାରୀଙ୍କ ଘରୁ ଏତେ ପରିମାଣର ଟଙ୍କା ଦେଖି ପୁଲିସ୍‌ ତାଜୁବ ହୋଇଥିଲା। ପରେ ପୁଲିସ ନିଶା ବେପାରୀ ରଜନୀକାନ୍ତ ପଟ୍ଟନାୟକଙ୍କୁ ଗିରଫ କରିବା ସହିତ ସୁନା ଓ ଟଙ୍କା ଜବତ କରିଛି। ଏପରି ଘଟଣା ଘଟଣା ଗଞ୍ଜାମ ଖଲିକୋଟ ଥାନା ଅଞ୍ଚଳରେ ଘଟିଛି। ଖଜାପଲ୍ଲୀ ଗାଁର ରଜନୀକାନ୍ତ ପଟ୍ଟନାୟକ କନ୍ଧମାଳ ଜିଲ୍ଲାରୁ ଗଞ୍ଜେଇ […]

Khalikot

Khalikot

Manoranjan Sial
  • Published: Friday, 22 October 2021
  • Updated: 23 October 2021, 11:07 AM IST

ଖଲ୍ଲିକୋଟ(ଶିଲୁ ବିଶ୍ୱାଳ): ଗଞ୍ଜେଇ ଖୋଜିବାକୁ ଯାଇ କେଜି କେଜି ସୁନା ଓ ବଣ୍ଡଲ ବଣ୍ଡଲ୍‌ ଟଙ୍କା ଜବତ କରିଛି ପୁଲିସ। ଜଣେ ନିଶା ବେପାରୀଙ୍କ ଘରୁ ଏତେ ପରିମାଣର ଟଙ୍କା ଦେଖି ପୁଲିସ୍‌ ତାଜୁବ ହୋଇଥିଲା। ପରେ ପୁଲିସ ନିଶା ବେପାରୀ ରଜନୀକାନ୍ତ ପଟ୍ଟନାୟକଙ୍କୁ ଗିରଫ କରିବା ସହିତ ସୁନା ଓ ଟଙ୍କା ଜବତ କରିଛି। ଏପରି ଘଟଣା ଘଟଣା ଗଞ୍ଜାମ ଖଲିକୋଟ ଥାନା ଅଞ୍ଚଳରେ ଘଟିଛି।

ଖଜାପଲ୍ଲୀ ଗାଁର ରଜନୀକାନ୍ତ ପଟ୍ଟନାୟକ କନ୍ଧମାଳ ଜିଲ୍ଲାରୁ ଗଞ୍ଜେଇ କିଣି ସ୍କୁଟିରେ ବିଭିନ୍ନ ସ୍ଥାନକୁ ଚାଲାଣ କରୁଥିଲେ। କୌଣସି ସୂତ୍ରରୁ ଖବର ପାଇଁ ଗୁରୁବାର ରାତି ପ୍ରାୟ ୧୦ଟା ବେଳେ ପୁଲିସ୍‌ ଅଚାନକ ରଜନୀକାନ୍ତଙ୍କ ଘରେ ଚଢ଼ଉ କରିଥିଲା। ଏହି ସମୟରେ ପୁଲିସ ତାଙ୍କ ଘରୁ ୮ କେଜି ୫୯୮ ଗ୍ରାମ ସୁନା ଜବତ କରିଥିଲା। ଏହାଛଡ଼ା ନଗର ୭୫ ଲକ୍ଷ ୯ ହଜାର ଟଙ୍କା, ୩୪ କେଜି ୯୪ ଗ୍ରାମ ଗଞ୍ଜେଇ ଓ ୧୦ କେଜି ୧୦ ଗ୍ରାମ ଅଫିମ ପୁଲିସ ଜବତ କରିଥିଲା।

ଜଣେ ନିଶା ବେପାରୀ ଏତେ ପରିମାଣର ଅର୍ଥ ଓ ସୁନା କେଉଁ ଉପାୟରେ ଉପାର୍ଉଜନ କଲେ? ତାହାର ହିସାବ ଦେଇପାରିନଥିଲେ ରଜନୀକାନ୍ତ। ଯେଉଁଥିପାଇଁ ତାଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story