ପାରାଦୀପରେ ରୁଷୀୟ ନାଗରିକଙ୍କ ମୃତ୍ୟୁ ଘଟଣା; ମୃତଦେହ କୂଳରେ ପହଞ୍ଚିବାକୁ ଲାଗିଗଲା ଗୋଟିଏ ଦିନ

ପାରାଦୀପ(ରମାକାନ୍ତ ନାୟକ): ପାରାଦୀପ ପୋର୍ଟ ଆଙ୍କରେଜରେ ଥିବା ଏକ ଜାହଜରେ ଗତକାଲି ଜଣେ ଋଷୀୟ ନାଗରିକଙ୍କ ମୃତ୍ୟୁ ହୋଇଥିବା ଖବର ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଗତକାଲି ଭୋରରୁ ମାଲବାହୀ ଜାହାଜ ଏମଭି ଅଲ୍ ଦନାହର ଚିଫ୍ ଇଞ୍ଜିନିୟର ମିଲ୍ୟାକୋଭ୍ ସର୍ଗେଇଙ୍କର ମୃତ୍ୟୁ ହୋଇଥିବା ଜଣା ପଡ଼ିଥିଲା। ହେଲେ ଜାହାଜରୁ କୂଳକୁ ମୃତଦେହ ଆଣିବାକୁ  ଗୋଟିଏ ଦିନ ଲାଗିଗଲା।  ଅର୍ଥାତ ମୃତ୍ୟୁର ପ୍ରାୟ ୨୧ ଘଣ୍ଟା ପରେ ଗତକାଲି ବିଳମ୍ବିତ ରାତିରେ  ହସ୍ପିଟାଲରେ ଋଷୀୟ ନାଗରିକ […]

pic

pic

Niharika Rout
  • Published: Wednesday, 04 January 2023
  • Updated: 04 January 2023, 10:32 AM IST

Sports

Latest News

ପାରାଦୀପ(ରମାକାନ୍ତ ନାୟକ): ପାରାଦୀପ ପୋର୍ଟ ଆଙ୍କରେଜରେ ଥିବା ଏକ ଜାହଜରେ ଗତକାଲି ଜଣେ ଋଷୀୟ ନାଗରିକଙ୍କ ମୃତ୍ୟୁ ହୋଇଥିବା ଖବର ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଗତକାଲି ଭୋରରୁ ମାଲବାହୀ ଜାହାଜ ଏମଭି ଅଲ୍ ଦନାହର ଚିଫ୍ ଇଞ୍ଜିନିୟର ମିଲ୍ୟାକୋଭ୍ ସର୍ଗେଇଙ୍କର ମୃତ୍ୟୁ ହୋଇଥିବା ଜଣା ପଡ଼ିଥିଲା। ହେଲେ ଜାହାଜରୁ କୂଳକୁ ମୃତଦେହ ଆଣିବାକୁ  ଗୋଟିଏ ଦିନ ଲାଗିଗଲା।  ଅର୍ଥାତ ମୃତ୍ୟୁର ପ୍ରାୟ ୨୧ ଘଣ୍ଟା ପରେ ଗତକାଲି ବିଳମ୍ବିତ ରାତିରେ  ହସ୍ପିଟାଲରେ ଋଷୀୟ ନାଗରିକ ମିଲ୍ୟାକୋଭ୍ ସର୍ଗେଇଙ୍କର ମୃତଦେହ ପହଞ୍ଚିଲା ।

ଗତକାଲି ବିଳମ୍ବିତ ରାତିରେ ଜାହାଜ ବନ୍ଦର ମଧ୍ୟରେ ବର୍ଥିଙ୍ଗ କରିବା ପରେ ରାତି ପ୍ରାୟ ୧.୧୦ରେ ମିଲ୍ୟାକୋଭ୍ ସର୍ଗେଇଙ୍କ ମୃତଦେହ ପାରାଦୀପ ବନ୍ଦର ହସ୍ପିଟାଲରେ ପହଞ୍ଚିଥିଲା। ଶବ ବ୍ୟବଚ୍ଛେଦ ନିମନ୍ତେ ମୃତଦେହକୁ ଆଜି କୁଜଙ୍ଗ କିମ୍ବା SCB ପଠାଯିବ ।

ଜାହାଜ କର୍ତ୍ତୃପକ୍ଷଙ୍କ ଦ୍ଵାରା ନିଯୁକ୍ତ  ଏଜେଣ୍ଟ ସଂସ୍ଥା 'କାହ୍ନା ସିପିଙ୍ଗ'  ପକ୍ଷରୁ ଏତଲା ଦିଆଯିବା ପରେ ପାରାଦୀପ ସାମୁଦ୍ରିକ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ  ହୋଇଛି। ଏହାକୁ ଭିତ୍ତି କରି ପୁଲିସ ଜାହାଜରେ ପହଞ୍ଚି ପ୍ରାଥମିକ ତଦନ୍ତ କରିଛି।

ପୁଲିସ୍‌ ଜାହାଜରେ ଥିବା ଅବଶିଷ୍ଟ ୨୨ଜଣ କ୍ରିଉ ମେମ୍ବରଙ୍କୁ ପଚରାଉଚରା କରିଛି। ଏବେ ସୁଦ୍ଧା ଏହି ଋଷୀୟ ନାଗରିକଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନାହିଁ। ପୋର୍ଟ କର୍ତ୍ତୃପକ୍ଷ ଏବଂ ପୁଲିସ ଏହାକୁ ଅତ୍ୟନ୍ତ ଗମ୍ଭୀରତାର ସହିତ ନେଇଥିବା ଜଣାଯାଇଛି।

ମାଲବାହୀ ଜାହାଜ ଏମଭି ଅଲ୍ ଦନାହଟି ବାଂଲାଦେଶ ଚଟ୍ଟୋଗ୍ରାମରୁ ଆସିଥିଲା । ପାରାଦୀପରୁ ଏହା ଲୁହାପଥର ବୋଝେଇ କରି ମୁମ୍ବାଇ ଯାଇଥାନ୍ତା । ଏହା ମଧ୍ୟରେ ପାରାଦୀପରେ ଜାହାଜଟି ଆଙ୍କରେଜରେ ଥିବା ବେଳେ ଚିଫ୍ ଇଞ୍ଜିନିୟର ମିଲିୟାକୋଭ ସର୍ଗେଇଙ୍କ ମୃତ୍ୟୁ ହୋଇଥିଲା । ତଦନ୍ତ ପରେ ସର୍ଗେଇଙ୍କ ମୃତ୍ୟୁ କେମିତି ହୋଇଛି ଜଣାପଡିବ ବୋଲି ପାରାଦୀପ ବନ୍ଦରର ଅଧ୍ୟକ୍ଷ ପିଏଲ୍ ହରିନାଥ କହିଛନ୍ତି।

ଓଡ଼ିଶାରେ କିଛି ଦିନ ପୂର୍ବେ ୨ ରୁଷୀୟ ନାଗରିକଙ୍କ ମୃତ୍ୟୁକୁ ନେଇ ସମଗ୍ର ଦେଶରେ ହଟଚମଟ ସୃଷ୍ଟି  ହୋଇଥିବା ବେଳେ ଏବେ ଆଉ ଜଣେ ରୁଷୀୟ ନାଗରିକଙ୍କ ମୃତ୍ୟୁ ପରିସ୍ଥିତିକୁ ଅଧିକ ସରଗରମ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story