ଆମେ ରୁଷିଆରୁ ଆସି ବାଲେଶ୍ୱରରେ ଫସିଗଲୁ

ବାଲେଶ୍ୱର (ଓଡ଼ିଶା ରିପୋର୍ଟର) ବାଲେଶ୍ୱର ରେମୁଣାର କ୍ଷୀରଚୋରା ଗୋପୀନାଥଙ୍କ ଦର୍ଶନ ପାଇଁ ଆସିଥିବା ରୁଷୀୟ ଦମ୍ପତି ଏବେ ଅଡ଼ୁଆରେ ପଡ଼ିଛନ୍ତି। ଗତବର୍ଷ ଅକ୍ଟୋବରରେ ସେ ଓଡ଼ିଶା ବୁଲିବାକୁ ଆସି କ୍ଷୀରଚୋରା ଗୋପୀନାଥଙ୍କ ପାଖରେ ଅଟକି ରହିଥିଲେ  ରୁଷୀୟ ଦମ୍ପତି ଶକ୍ତିତବ ଦାସ ଓ ତେଜସ୍ୱିନୀ ଦାସ । ତେବେ ମନ୍ଦିର ଭିତରେ ପଶି ଠାକୁରଙ୍କ ଦର୍ଶନ କରିପାରି ନଥିଲେ ବି ଧିରେ ଧିରେ ଦୁହେଁ ଗୋପୀନାଥଙ୍କ ପ୍ରେମରେ ପଡ଼ି ଯାଇଥିଲେ । ଏମିତି କିଛି ଦିନ ଯିବା […]

6891

6891

Tapas Behera
  • Published: Saturday, 26 September 2020
  • Updated: 26 September 2020, 01:37 PM IST

Sports

Latest News

ବାଲେଶ୍ୱର (ଓଡ଼ିଶା ରିପୋର୍ଟର) ବାଲେଶ୍ୱର ରେମୁଣାର କ୍ଷୀରଚୋରା ଗୋପୀନାଥଙ୍କ ଦର୍ଶନ ପାଇଁ ଆସିଥିବା ରୁଷୀୟ ଦମ୍ପତି ଏବେ ଅଡ଼ୁଆରେ ପଡ଼ିଛନ୍ତି। ଗତବର୍ଷ ଅକ୍ଟୋବରରେ ସେ ଓଡ଼ିଶା ବୁଲିବାକୁ ଆସି କ୍ଷୀରଚୋରା ଗୋପୀନାଥଙ୍କ ପାଖରେ ଅଟକି ରହିଥିଲେ  ରୁଷୀୟ ଦମ୍ପତି ଶକ୍ତିତବ ଦାସ ଓ ତେଜସ୍ୱିନୀ ଦାସ । ତେବେ ମନ୍ଦିର ଭିତରେ ପଶି ଠାକୁରଙ୍କ ଦର୍ଶନ କରିପାରି ନଥିଲେ ବି ଧିରେ ଧିରେ ଦୁହେଁ ଗୋପୀନାଥଙ୍କ ପ୍ରେମରେ ପଡ଼ି ଯାଇଥିଲେ ।

ଏମିତି କିଛି ଦିନ ଯିବା ପରେ କରୋନା ପାଇଁ ଲକଡାଉନ ଓ ସଟଡାଉନ ହୋଇଥିଲା। ଏହାରି ଭିତରେ ଗତ ଏପ୍ରିଲରେ ତାଙ୍କର ଭିସା ଅବଧି ସରି ଯାଇଥିଲା । ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରହିବା ଓ ଭିସା ଅବଧି ସରିଯିବାରୁ ଦୁହେଁ ଫସି ରହିଛନ୍ତି । ଏବେ ଦୁହେଁ ନା ସ୍ୱେଦେଶ ଫେରି ପାରୁଛନ୍ତି ନା ଏଠି ରହି ପାରୁଛନ୍ତି। ଏଭଳି ପରିସ୍ଥିତିରେ ଦୁହେଁ ବାଲେଶ୍ୱର ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ସହଯୋଗ ପାଇଁ ନେହୁରା ହୋଇଛନ୍ତି । ଜିଲ୍ଲା ପ୍ରଶାସନ ବି ସେମାନଙ୍କୁ ସମସ୍ତ ସହାୟତା ଯୋଗାଇଦେବ ବୋଲି ପ୍ରତିଶ୍ରୁତି ଦେଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story