ଲାଞ୍ଚ ନେଉଥିଲେ, ଧରାପଡ଼ିଲେ

କେନ୍ଦୁଝର (ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ସହରପଡ଼ା ବ୍ଲକ୍‌ ଜେଇ ବିଭୁତି ଭୂଷଣ ପ୍ରଧାନ ଆଜି  ୭ ହଜାର ପାଞ୍ଚଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଏହାପରେ ତାଙ୍କ ସରକାରୀ କାର୍ଯ୍ୟାଳୟ, ସରକାରୀ ବାସଭବନ ଓ ପୈତୃକ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ମଲାରପଦା କମ୍ପ୍ୟୁନିଟି ସେଣ୍ଟର ଉନ୍ନତିକରଣ କାମର ବିଲ୍ କରିବା ପାଇଁ  ହେମନ୍ତ ମହାନ୍ତ ନାମକ ଜଣେ ଠିକାଦାରଙ୍କଠାରୁ ସେ ଲାଞ୍ଚ ନେବା ବେଳେ ଧରାପଡ଼ିଥିଲେ।  

vigilance

vigilance

Jyoshna Pradhan
  • Published: Monday, 22 July 2019
  • Updated: 22 July 2019, 11:33 AM IST

Sports

Latest News

କେନ୍ଦୁଝର (ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ସହରପଡ଼ା ବ୍ଲକ୍‌ ଜେଇ ବିଭୁତି ଭୂଷଣ ପ୍ରଧାନ ଆଜି  ୭ ହଜାର ପାଞ୍ଚଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଏହାପରେ ତାଙ୍କ ସରକାରୀ କାର୍ଯ୍ୟାଳୟ, ସରକାରୀ ବାସଭବନ ଓ ପୈତୃକ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା।

ମଲାରପଦା କମ୍ପ୍ୟୁନିଟି ସେଣ୍ଟର ଉନ୍ନତିକରଣ କାମର ବିଲ୍ କରିବା ପାଇଁ  ହେମନ୍ତ ମହାନ୍ତ ନାମକ ଜଣେ ଠିକାଦାରଙ୍କଠାରୁ ସେ ଲାଞ୍ଚ ନେବା ବେଳେ ଧରାପଡ଼ିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story