ଲାଞ୍ଚ ନେଉଥିଲେ, ଧରାପଡ଼ିଲେ

କେନ୍ଦୁଝର (ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ସହରପଡ଼ା ବ୍ଲକ୍‌ ଜେଇ ବିଭୁତି ଭୂଷଣ ପ୍ରଧାନ ଆଜି  ୭ ହଜାର ପାଞ୍ଚଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଏହାପରେ ତାଙ୍କ ସରକାରୀ କାର୍ଯ୍ୟାଳୟ, ସରକାରୀ ବାସଭବନ ଓ ପୈତୃକ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ମଲାରପଦା କମ୍ପ୍ୟୁନିଟି ସେଣ୍ଟର ଉନ୍ନତିକରଣ କାମର ବିଲ୍ କରିବା ପାଇଁ  ହେମନ୍ତ ମହାନ୍ତ ନାମକ ଜଣେ ଠିକାଦାରଙ୍କଠାରୁ ସେ ଲାଞ୍ଚ ନେବା ବେଳେ ଧରାପଡ଼ିଥିଲେ।  

vigilance

Jyoshna Pradhan
  • Published: Monday, 22 July 2019
  • , Updated: 22 July 2019, 11:33 AM IST

କେନ୍ଦୁଝର (ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ସହରପଡ଼ା ବ୍ଲକ୍‌ ଜେଇ ବିଭୁତି ଭୂଷଣ ପ୍ରଧାନ ଆଜି  ୭ ହଜାର ପାଞ୍ଚଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଏହାପରେ ତାଙ୍କ ସରକାରୀ କାର୍ଯ୍ୟାଳୟ, ସରକାରୀ ବାସଭବନ ଓ ପୈତୃକ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା।

ମଲାରପଦା କମ୍ପ୍ୟୁନିଟି ସେଣ୍ଟର ଉନ୍ନତିକରଣ କାମର ବିଲ୍ କରିବା ପାଇଁ  ହେମନ୍ତ ମହାନ୍ତ ନାମକ ଜଣେ ଠିକାଦାରଙ୍କଠାରୁ ସେ ଲାଞ୍ଚ ନେବା ବେଳେ ଧରାପଡ଼ିଥିଲେ।

 

Related story