ଶହୀଦ ନଗର ରିଲାଏନ୍ସ ଟ୍ରେଣ୍ଡ ଷ୍ଟୋର ସିଲ୍ କଲା ବିଏମସି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରର ଶହୀଦନଗର ଅଂଚଳରେ ଥିବା ରିଲାଏନ୍ସ ଟ୍ରେଣ୍ଡ ଷ୍ଟୋରକୁ ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମସି) ସିଲ୍ କରିଛି। ଏହି ଷ୍ଟୋର ୭ଦିନ ପାଇଁ ବନ୍ଦ ରହିବ। ଆଜି ବିଏମସି ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, ଷ୍ଟୋରର କର୍ମଚାରୀଙ୍କ ମଧ୍ୟରୁ କୋଭିଡ-୧୯ ସଂକ୍ରମିତ ଚିହ୍ନଟ ହେବାପରେ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଓ ସଂକ୍ରମଣ ଯେଭଳି ନବ୍ୟାପିବ ସେଥିପାଇଁ ରିଲାଏନ୍ସ ଟ୍ରେଣ୍ଡ ଷ୍ଟୋରକୁ ମେ’ ୫ତାରିଖ ପର୍ଯ୍ୟନ୍ତ ୭ଦିନ ପାଇଁ ସିଲ୍ କରାଯାଇଛି। ବିଏମସି […]

reliance-trends

reliance-trends

Ordigital Desk
  • Published: Thursday, 29 April 2021
  • Updated: 29 April 2021, 10:14 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରର ଶହୀଦନଗର ଅଂଚଳରେ ଥିବା ରିଲାଏନ୍ସ ଟ୍ରେଣ୍ଡ ଷ୍ଟୋରକୁ ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମସି) ସିଲ୍ କରିଛି। ଏହି ଷ୍ଟୋର ୭ଦିନ ପାଇଁ ବନ୍ଦ ରହିବ।

ଆଜି ବିଏମସି ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, ଷ୍ଟୋରର କର୍ମଚାରୀଙ୍କ ମଧ୍ୟରୁ କୋଭିଡ-୧୯ ସଂକ୍ରମିତ ଚିହ୍ନଟ ହେବାପରେ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଓ ସଂକ୍ରମଣ ଯେଭଳି ନବ୍ୟାପିବ ସେଥିପାଇଁ ରିଲାଏନ୍ସ ଟ୍ରେଣ୍ଡ ଷ୍ଟୋରକୁ ମେ’ ୫ତାରିଖ ପର୍ଯ୍ୟନ୍ତ ୭ଦିନ ପାଇଁ ସିଲ୍ କରାଯାଇଛି।

ବିଏମସି ପକ୍ଷରୁ ମଧ୍ୟ ଏହି ଷ୍ଟୋର ନିମନ୍ତେ କେତେକ ସର୍ତ୍ତାବଳୀ ଜାରି କରାଯାଇଛି। ଷ୍ଟୋର ପରିସରକୁ ତୁରନ୍ତ ସାନିଟାଇଜ୍ କରିବା ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୋଭିଡ୍ ଗାଇଡଲାଇନକୁ ପାଳିବାକୁ ନିର୍ଦ୍ଦେଶ ଦିଆଯାଇଛି। ସିଲ୍ ହୋଇଥିବା ସମୟରେ ଷ୍ଟୋର ପରିସରକୁ କେହି ପ୍ରବେଶ କରିପାରିବେ ନାହିଁ ।

ବିଏମସି ଦ୍ୱାରା ଅଧିକୃତ ବ୍ୟକ୍ତିଙ୍କୁ ହିଁ ଷ୍ଟୋର ଭିତରେ ପ୍ରବେଶ ନିମନ୍ତେ ଅନୁମତି ମିଳିବ। ଷ୍ଟୋରର କର୍ମଚାରୀମାନଙ୍କୁ ନିଜ ଘରେ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଛି । ଯଦି କୌଣସି ସଂକ୍ରମିତଙ୍କର ଚିକିତ୍ସା ଆବଶ୍ୟକ ପଡ଼େ ତା’ହେଲେ ବିଏମସିକୁ ସୂଚିତ କରିବା ନିମନ୍ତେ ଷ୍ଟୋର ମ୍ୟାନେଜରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ, ବିଏମସି ଆଜି ଶହୀଦନଗର ଷ୍ଟେଟ୍ ବ୍ୟାଙ୍କ ଶାଖା ଓ ଭୁବନେଶ୍ୱର କୋର୍ଟକୁ ସିଲ୍ କରିଥିବାବେଳେ ପୂର୍ବରୁ ଦୁଇ ନମ୍ବର ମାର୍କେଟ ବିଲିଡିଂକୁ ମଧ୍ୟ ସିଲ୍ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story