ବାର୍ଡ ଫ୍ଲୁ ଚିନ୍ତା: ୧୦ ଦିନ କୁକୁଡ଼ା ଓ ଅଣ୍ଡା ଚାଲାଣ ଉପରେ କଟକଣା

ବ୍ରହ୍ମଗିରି (ରବିନାରାୟଣ ପୂଜାରୀ): ବାର୍ଡ ଫ୍ଲୁକୁ ନେଇ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକରେ କୁକୁଡ଼ା ମରା ଅଭିଯାନ ଶେଷ ହୋଇଛି। ତେବେ ସତର୍କତା ଦୃଷ୍ଟିରୁ ଏହି ଅଞ୍ଚଳର ଅଙ୍ଗନବାଡ଼ି କେନ୍ଦ୍ର ଓ ସ୍କୁଲରେ ଶିଶୁଙ୍କୁ ସାମୟିକ ଭାବେ ଅଣ୍ଡା ଖାଇବାକୁ ନଦେବା ଲାଗି ନିଷ୍ପତ୍ତି ହୋଇଛି। ପରିସ୍ଥିତିକୁ ନଜରରେ ରଖି ସିଡିଏମ୍ଓ ୧୦ଟି ଟିମ୍ ଗଠନ କରିଛନ୍ତି। ସେମାନଙ୍କ ମଧ୍ୟରୁ ୫ଟି ଟିମ୍ କାର୍ଯ୍ୟ ଆରମ୍ଭ କରିଛନ୍ତି। ସେହିଭଳି ତିନୋଟି ଟିମ୍‌କୁ କୃଷ୍ଣପ୍ରସାଦ ବ୍ଲକରେ ସଜାଗ ରଖାଯାଇଛି। […]

han-123

han-123

Jyoshna Pradhan
  • Published: Saturday, 15 December 2018
  • Updated: 15 December 2018, 10:22 AM IST

Sports

Latest News

ବ୍ରହ୍ମଗିରି (ରବିନାରାୟଣ ପୂଜାରୀ): ବାର୍ଡ ଫ୍ଲୁକୁ ନେଇ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକରେ କୁକୁଡ଼ା ମରା ଅଭିଯାନ ଶେଷ ହୋଇଛି। ତେବେ ସତର୍କତା ଦୃଷ୍ଟିରୁ ଏହି ଅଞ୍ଚଳର ଅଙ୍ଗନବାଡ଼ି କେନ୍ଦ୍ର ଓ ସ୍କୁଲରେ ଶିଶୁଙ୍କୁ ସାମୟିକ ଭାବେ ଅଣ୍ଡା ଖାଇବାକୁ ନଦେବା ଲାଗି ନିଷ୍ପତ୍ତି ହୋଇଛି। ପରିସ୍ଥିତିକୁ ନଜରରେ ରଖି ସିଡିଏମ୍ଓ ୧୦ଟି ଟିମ୍ ଗଠନ କରିଛନ୍ତି। ସେମାନଙ୍କ ମଧ୍ୟରୁ ୫ଟି ଟିମ୍ କାର୍ଯ୍ୟ ଆରମ୍ଭ କରିଛନ୍ତି।

ସେହିଭଳି ତିନୋଟି ଟିମ୍‌କୁ କୃଷ୍ଣପ୍ରସାଦ ବ୍ଲକରେ ସଜାଗ ରଖାଯାଇଛି। ମାଲୁଦ ଏବଂ ପଥରଗଞ୍ଜର ୨ଟି ଫାର୍ମରେ ୪ଶହ କୁକୁଡ଼ାକୁ ମାରି ଦିଆଯାଇଛି।  ତା’ସହ ଗାତ ଖୋଳି ଫର୍ମାଲିନ ଏବଂ ବ୍ଲିଚିଂ ପକାଇ ସେସବୁ କୁକୁଡ଼ାକୁ ପୋତି ନଷ୍ଟ କରି ଦିଆଯାଇଛି। ଆଗକୁ ପ୍ରଭାବିତ ଫାର୍ମରୁ ଏକ କିଲୋମିଟର ଦୂରରେ ଥିବା ଫାର୍ମ ଏବଂ ଗାଁ ଗୁଡ଼ିକୁ ଯାଇ କୁକୁଡ଼ା ମରାଯିବାକୁ ନିଷ୍ପତ୍ତି ହୋଇଛି।

ତେବେ ବିଦେଶାଗତ ପକ୍ଷୀ ଫ୍ଲୁ ଦ୍ୱାରା ପ୍ରଭାବିତ ହୋଇଛନ୍ତି କି ନାହିଁ, ଜାଣିବା ପାଇଁ ନମୂନା ସଂଗ୍ରହ କରି ପରୀକ୍ଷାଗାରକୁ ପଠାଯିବ ବୋଲି ପ୍ରାଣୀ ରୋଗ ଗବେଷଣା କେନ୍ଦ୍ର କର୍ତ୍ତୃପକ୍ଷ କହିଛନ୍ତି।

ଆଗାମୀ ୧୦ ଦିନ ପାଇଁ କୃଷ୍ଣପ୍ରସାଦ ବ୍ଲକରୁ କୁକୁଡ଼ା ଓ ଅଣ୍ଡା ଚାଲାଣ ଉପରେ କଟକଣା ଲଗାଯାଇଛି। ସମସ୍ତ ପରିସ୍ଥିତି ଉପରେ ନଜର ରଖାଯାଇଛି। ପରିସ୍ଥିତି ନିୟନ୍ତ୍ରଣାଧିନ ଥିବା ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story