ଦମ୍ପତିଙ୍କ ଅସ୍ୱାଭାବିକ ମୃତ୍ୟୁ: କାରଣ ଅସ୍ପଷ୍ଟ

ସାଲେପୁର: କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ଦୁଲାରପୁର ଗାଁର ଏକ ଦମ୍ପତିଙ୍କ ଅସ୍ୱାଭାବିକ ଭାବେ ମୃତ୍ୟୁ ହୋଇଛି। ଘରଠାରୁ ଅଳ୍ପ ଦୂରରେ ସେମାନଙ୍କ ମୃତଦେହ ପଡ଼ିଥିଲା। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Rakesh Mallick
  • Published: Thursday, 28 September 2017
  • , Updated: 28 September 2017, 09:40 AM IST

Related story