ଠେଲକୁଲି ଭୂଷଣ ପ୍ଲାଣ୍ଟର SMS-୧ରେ ଦୁର୍ଘଟଣା: ୬ ଶ୍ରମିକ ଆହତ

<p>ସମ୍ୱଲପୁର(ଓଡ଼ିଶା ରିପୋର୍ଟର): ସମ୍ବଲପୁର ଭୂଷଣ ପ୍ଲାଣ୍ଟରେ ଦୁର୍ଘଟଣା ହୋଇଛି। ରେଙ୍ଗାଲି ଠେଲକୁଲି ପ୍ଲାଣ୍ଟର SMS-୧ରେ ଦୁର୍ଘଟଣା ଘଟିଛି। ଗରମ ବାଷ୍ପ ସଂସ୍ପର୍ଶରେ ଆସି ୬ଜଣ ଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ରାଜ କୁମାର ସିଂଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତାଙ୍କୁ କଟକର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।</p>

Ordigital Desk
  • Published: Friday, 09 March 2018
  • Updated: 09 March 2018, 01:39 PM IST

Sports

Latest News

<p>ସମ୍ୱଲପୁର(ଓଡ଼ିଶା ରିପୋର୍ଟର): ସମ୍ବଲପୁର ଭୂଷଣ ପ୍ଲାଣ୍ଟରେ ଦୁର୍ଘଟଣା ହୋଇଛି। ରେଙ୍ଗାଲି ଠେଲକୁଲି ପ୍ଲାଣ୍ଟର SMS-୧ରେ ଦୁର୍ଘଟଣା ଘଟିଛି। ଗରମ ବାଷ୍ପ ସଂସ୍ପର୍ଶରେ ଆସି ୬ଜଣ ଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ରାଜ କୁମାର ସିଂଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତାଙ୍କୁ କଟକର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos