କଳାଧନକୁ ଧଳା କରୁଥିଲେ ବାପପୁଅ: କାର୍‌ କିଣିବା ପରେ ବାନ୍ଧିଲା କମିଶନରେଟ ପୋଲିସ

ଭୁବନେଶ୍ୱର/ସମ୍ୱଲପୁର: ଜନଧନ ଆକାଉଣ୍ଟର ଅପବ୍ୟବହାର କରି କାର ଠକେଇ। ଏହି ଅଭିଯୋଗରେ ଗିରଫ ହୋଇ ଜେଲରେ ଅଛନ୍ତି ଜଣେ ରଙ୍ଗମିସ୍ତ୍ରୀ ଓ ତାଙ୍କ ନାବାଳକ ପୁଅଙ୍କ ସମେତ ୬ ଜଣ। ବିମୁଦ୍ରାକରଣ ପରେ ସେମାନଙ୍କ ଆକାଉଣ୍ଟକୁ କୋଟିକୋଟି ଟଙ୍କା ଆସିଥିବା ସନ୍ଦେହ କରାଯାଉଛି। କମିଶନରେଟ୍‌ ପୋଲିସ୍‌ ଏହି ଘଟଣାର ଏବେ ତଦନ୍ତ ଆରମ୍ଭ କରିଛି। ଗତ ଫେବୃଆରୀ ୧୦ ତାରିଖରେ ସମ୍ୱଲପୁର ଚେରୁଆପଡ଼ାର ରଙ୍ଗମିସ୍ତ୍ରୀ ଅଶୋକ ସାହୁ ଓ ତାଙ୍କ ନାବାଳକ ପୁଅ କାର୍‌ କିଣିବା ପାଇଁ […]

police arrest father and son

police arrest father and son

Rakesh Mallick
  • Published: Thursday, 09 March 2017
  • Updated: 09 March 2017, 08:51 PM IST

ଭୁବନେଶ୍ୱର/ସମ୍ୱଲପୁର: ଜନଧନ ଆକାଉଣ୍ଟର ଅପବ୍ୟବହାର କରି କାର ଠକେଇ। ଏହି ଅଭିଯୋଗରେ ଗିରଫ ହୋଇ ଜେଲରେ ଅଛନ୍ତି ଜଣେ ରଙ୍ଗମିସ୍ତ୍ରୀ ଓ ତାଙ୍କ ନାବାଳକ ପୁଅଙ୍କ ସମେତ ୬ ଜଣ। ବିମୁଦ୍ରାକରଣ ପରେ ସେମାନଙ୍କ ଆକାଉଣ୍ଟକୁ କୋଟିକୋଟି ଟଙ୍କା ଆସିଥିବା ସନ୍ଦେହ କରାଯାଉଛି। କମିଶନରେଟ୍‌ ପୋଲିସ୍‌ ଏହି ଘଟଣାର ଏବେ ତଦନ୍ତ ଆରମ୍ଭ କରିଛି।

ଗତ ଫେବୃଆରୀ ୧୦ ତାରିଖରେ ସମ୍ୱଲପୁର ଚେରୁଆପଡ଼ାର ରଙ୍ଗମିସ୍ତ୍ରୀ ଅଶୋକ ସାହୁ ଓ ତାଙ୍କ ନାବାଳକ ପୁଅ କାର୍‌ କିଣିବା ପାଇଁ ଭୁବନେଶ୍ୱରର ଏକ ଶୋ’ ରୁମ୍‌ରେ ପହଞ୍ଚିଥିଲେ। ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର ସମ୍ୱଲପୁର ଶାଖାରେ ଅଶୋକଙ୍କର ଜନଧନ ଆକାଉଣ୍ଟ ଥିବାରୁ ଫୋନରେ ଜଣେ ବ୍ୟକ୍ତି ଏହି ଆକାଉଣ୍ଟ ତାଙ୍କର ବୋଲି କହିବା ସହ ଶୋ’ ରୁମକୁ ବ୍ୟାଙ୍କ ଡେଲିଭେରି ନୋଟ ପଠାଇ ଥିଲେ। ଏହା ପରେ ଅଶୋକ କାର ଧରି ଘରକୁ ଫେରିଥିଲେ।

କିନ୍ତୁ ପରେ ବ୍ୟାଙ୍କ ପକ୍ଷରୁ ଶୋ’ ରୁମ୍‌ ଆକାଉଣ୍ଟରେ ଟଙ୍କା ଜମା ହୋଇନଥିଲା। ଖୋଳତାଡ କରିବାରୁ ବ୍ୟାଙ୍କ ଡେଲିଭେରି ନୋଟ୍‌ ଫେକ୍‌ ବୋଲି ଜଣାପଡ଼ିଥିଲା। କିଛି ଦିନ ପରେ ଅଶୋକଙ୍କ ବଲାଙ୍ଗିର ଠିକଣାରେ ଆଉ ଏକ କାର କିଣିବା ପାଇଁ ସେହି ଶୋ’ ରୁମ୍‌କୁ ଯୋଗାଯୋଗ କରାଯାଇଥିଲା। କାର ନେବା ପାଇଁ ଆସିଥିବା ଅଶୋକ ଓ ତାଙ୍କ ପୁଅଙ୍କ ସମେତ ୬ ଜଣଙ୍କୁ ପୋଲିସ ଗିରଫ କରିଥିଲା।

ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି,“କାର ନେବା ବେଳେ ଜମା ହୋଇଥିବା ବ୍ୟାଙ୍କ ଡେଲିଭେରି ନୋଟ୍‌ ଫେକ୍‌ ବୋଲି ଜାଣିପାରି ଶୋ’ ରୁମ୍‌ ମାଲିକ ବାଲିଅନ୍ତା ଥାନାରେ ଅଭିଯୋଗ କରିଥିଲେ। ପୋଲିସ୍‌ ମାମଲା ରୁଜୁ କରି ୬ ଜଣଙ୍କୁ ଗିରଫ କରିଥିଲା। ଏହି ଘଟଣାରେ ଏପର୍ଯ୍ୟନ୍ତ କୌଣସି ବ୍ୟାଙ୍କ କର୍ମଚାରୀ ଗିରଫ ହୋଇନାହାନ୍ତି। ତେବେ ଏଥିରେ ଆଉ କାହାର ହାତ ଅଛି ତାହାର ତଦନ୍ତ ଚାଲିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story