ପ୍ରେମିକାକୁ ଦୁଷ୍କର୍ମ ପରେ ବିକ୍ରି କରୁଥିଲା ପ୍ରେମିକ!

ରେଢ଼ାଖୋଲ (ରମାକାନ୍ତ): ନୟାଗଡ଼ ପରୀ ହତ୍ୟା ଘଟଣା ସମଗ୍ର ରାଜ୍ୟରେ ଆଲୋଡନ ଖେଳି ଯାଇଛି। ଏହି ବିବାଦ ଥମି ନଥିବା ବେଳେ ଆଉ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ବାହାହେବାର ପ୍ରତିଶ୍ରୁତି ଦେଇ ପ୍ରେମିକାଙ୍କୁ ଦୁଷ୍କର୍ମ ପରେ ପ୍ରେମିକ ବିକ୍ରି କରିଦେବାକୁ ଯୋଜନା କରୁଥିବା ଅଭିଯୋଗ ହୋଇଛି। ଆଜି ଏପରି ଲୋମହର୍ଷଣକାରୀ ଘଟଣା ସମ୍ୱଲପୁର ଜିଲ୍ଲା କିସିଣ୍ଡା ଥାନା ଅଞ୍ଚଳରେ ଘଟିଛି। କିସିଣ୍ଡା ଥାନା ଅଞ୍ଚଳର ଜଣେ ୧୭ ବର୍ଷର ନାବାଳିକାଙ୍କୁ ଜଣେ ଯୁବକ ଭଲ […]

Misbehave

Misbehave

Manoranjan Sial
  • Published: Saturday, 28 November 2020
  • Updated: 28 November 2020, 06:02 PM IST

Sports

Latest News

ରେଢ଼ାଖୋଲ (ରମାକାନ୍ତ): ନୟାଗଡ଼ ପରୀ ହତ୍ୟା ଘଟଣା ସମଗ୍ର ରାଜ୍ୟରେ ଆଲୋଡନ ଖେଳି ଯାଇଛି। ଏହି ବିବାଦ ଥମି ନଥିବା ବେଳେ ଆଉ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ବାହାହେବାର ପ୍ରତିଶ୍ରୁତି ଦେଇ ପ୍ରେମିକାଙ୍କୁ ଦୁଷ୍କର୍ମ ପରେ ପ୍ରେମିକ ବିକ୍ରି କରିଦେବାକୁ ଯୋଜନା କରୁଥିବା ଅଭିଯୋଗ ହୋଇଛି। ଆଜି ଏପରି ଲୋମହର୍ଷଣକାରୀ ଘଟଣା ସମ୍ୱଲପୁର ଜିଲ୍ଲା କିସିଣ୍ଡା ଥାନା ଅଞ୍ଚଳରେ ଘଟିଛି।

କିସିଣ୍ଡା ଥାନା ଅଞ୍ଚଳର ଜଣେ ୧୭ ବର୍ଷର ନାବାଳିକାଙ୍କୁ ଜଣେ ଯୁବକ ଭଲ ପାଉଥିଲେ। ଆଉ ତାଙ୍କୁ ବିବାହ କରିବାକୁ ପ୍ରଲୋଭନ ମଧ୍ୟ ଦେଖାଇଥିଲେ। ଆଉ ପ୍ରେମିକ କଥାରେ ନାବାଳିକା ଘର ଛାଡ଼ି ପଳାଇ ଆସିଥିଲେ। ଗତ ବୁଧବାର ପ୍ରେମିକଙ୍କ ସହ ନାବାଳିକା ଘରୁ ପଳାଇ ଆସିଥିଲେ।

ନାବାଳିକାଙ୍କୁ ତାଙ୍କ ପ୍ରେମିକ ଏକ ଘରେ ରଖି ଦୁଷ୍କର୍ମ କରିଥିଲେ। ଦୁଇ ଦିନ ଧରି ପ୍ରେମିକ ପ୍ରବର ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। ପରେ ପ୍ରେମିକାକୁ ବିକ୍ରି କରିଦେବାକୁ ଯୋଜନା କରୁଥିଲେ। ପ୍ରେମିକା ଏକଥା ଜାଣିବା ପରେ ତାଙ୍କ କବଳରୁ ମୁକୁଳିବା ପାଇଁ ଚାହିଁଥିଲେ। ମାତ୍ର ଯୁବକ ଜଣକ ତାଙ୍କୁ ଘରେ ପୂରାଇ ତାଲା ପକାଇ ଦେଇ ଫେରାର ହୋଇଯାଇଥିଲା ପ୍ରେମିକ।

ନାବାଳିକାଙ୍କ ଚିତ୍କାର ଶୁଣି ପଡ଼ୋଶୀମାନେ ତାଙ୍କୁ ଉଦ୍ଧାର କରିଥିଲେ। ନାବାଳିକା ଜଣକ ଘରକୁ ଫେରି ଥାନାରେ ଅଭିଯୋଗ କରିଥିଲେ। ଶେଷ ଖବର ସୁଦ୍ଧା ଅଭିଯୁକ୍ତ ଗିରଫ ହୋଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story