ସମ୍ବଲପୁର: ନୂଆଖାଇ ପାଇଁ ଆଜି ନିର୍ଘଣ୍ଟ ହେବ ଶୁଭ ଲଗ୍ନ

ସମ୍ବଲପୁର: ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ପାଇଁ ଆଜି ଶୁଭ ଲଗ୍ନ ନିର୍ଘଣ୍ଟ କରାଯିବ। ସେହି ଅନୁସାରେ ସମ୍ୱଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଇଙ୍କ ନିକଟରେ ନବାନ୍ନ ଲାଗି ହେବ। ପ୍ରତି ବର୍ଷ ଭଳି ଏଥର ବି ଝାଡୁଆପଡାର ବ୍ରହ୍ମପୁରା ମନ୍ଦିରରେ ବ୍ରହ୍ମମଣ୍ଡପ ପଣ୍ଡିତ ମହାସଭାର ପାଂଜି ଦେଖି ଏହି ଶୁଭ ମୁହୂର୍ତ୍ତ ନିର୍ଣ୍ଣୟ କରାଯିବ। ଆଜି ଅପରାହ୍ଣ ୪ଟାରେ ଲଗ୍ନ ନିର୍ଣ୍ଣୟ ହେବାର କାର୍ଯ୍ୟକ୍ରମ ରହିଛି। ବିଧି ଅନୁସାରେ ପ୍ରତିବର୍ଷ ଜନ୍ମାଷ୍ଟମୀ ପରଦିନ ନନ୍ଦୋତ୍ସବ ଦିନ […]

sbp

sbp

Rakesh Mallick
  • Published: Sunday, 06 September 2015
  • Updated: 06 September 2015, 05:26 AM IST

Sports

Latest News

ସମ୍ବଲପୁର: ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ପାଇଁ ଆଜି ଶୁଭ ଲଗ୍ନ ନିର୍ଘଣ୍ଟ କରାଯିବ। ସେହି ଅନୁସାରେ ସମ୍ୱଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଇଙ୍କ ନିକଟରେ ନବାନ୍ନ ଲାଗି ହେବ। ପ୍ରତି ବର୍ଷ ଭଳି ଏଥର ବି ଝାଡୁଆପଡାର ବ୍ରହ୍ମପୁରା ମନ୍ଦିରରେ ବ୍ରହ୍ମମଣ୍ଡପ ପଣ୍ଡିତ ମହାସଭାର ପାଂଜି ଦେଖି ଏହି ଶୁଭ ମୁହୂର୍ତ୍ତ ନିର୍ଣ୍ଣୟ କରାଯିବ। ଆଜି ଅପରାହ୍ଣ ୪ଟାରେ ଲଗ୍ନ ନିର୍ଣ୍ଣୟ ହେବାର କାର୍ଯ୍ୟକ୍ରମ ରହିଛି। ବିଧି ଅନୁସାରେ ପ୍ରତିବର୍ଷ ଜନ୍ମାଷ୍ଟମୀ ପରଦିନ ନନ୍ଦୋତ୍ସବ ଦିନ ହିଁ ନୂଆଖାଇ ପାଇଁ ଲଗ୍ନ ନିର୍ଦ୍ଧାରଣ କରାଯାଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos