ପାରାଦୀପରେ ଜିତିଲେ ଦାମଙ୍କ ପୁଅ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପାରାଦୀପ ବିଧାନସଭା ଆସନରେ ବରିଷ୍ଠ ବିଜେପି ନେତା ଦାମୋଦର ରାଉତଙ୍କ ପୁଅ ସମ୍ବିତ ରାଉତରାୟ ବିଜୟୀ ହୋଇଛନ୍ତି। ସେ ବିଜେଡି ଟିକେଟ୍‌ରେ ଏଠାରୁ ନିର୍ବାଚନ ଲଢ଼ୁଥିଲେ। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା କଂଗ୍ରେସ ପ୍ରାର୍ଥୀ ବାପି ସର୍ଖେଲ (ଅରିନ୍ଦମ ସର୍ଖେଲ୍‌)ଙ୍କୁ ହରାଇଛନ୍ତି। ସୂଚନା ଅନୁଯାୟୀ, ସମ୍ବିତ ୬୯,୩୪୪ ଖଣ୍ଡ ଭୋଟ୍ ପାଇଥିବା ବେଳେ ବାପି ସର୍ଖେଲ ୪୮,୫୪୨ ଖଣ୍ଡ ଭୋଟ୍ ପାଇଛନ୍ତି। ବିଜେପିର ସମ୍ପଦ ଚନ୍ଦ୍ର ସ୍ୱାଇଁ ୩୪,୫୬୩ ଖଣ୍ଡ ଭୋଟ୍ […]

dama

Tapaswini Nayak
  • Published: Thursday, 23 May 2019
  • , Updated: 23 May 2019, 09:19 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପାରାଦୀପ ବିଧାନସଭା ଆସନରେ ବରିଷ୍ଠ ବିଜେପି ନେତା ଦାମୋଦର ରାଉତଙ୍କ ପୁଅ ସମ୍ବିତ ରାଉତରାୟ ବିଜୟୀ ହୋଇଛନ୍ତି। ସେ ବିଜେଡି ଟିକେଟ୍‌ରେ ଏଠାରୁ ନିର୍ବାଚନ ଲଢ଼ୁଥିଲେ। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା କଂଗ୍ରେସ ପ୍ରାର୍ଥୀ ବାପି ସର୍ଖେଲ (ଅରିନ୍ଦମ ସର୍ଖେଲ୍‌)ଙ୍କୁ ହରାଇଛନ୍ତି।

ସୂଚନା ଅନୁଯାୟୀ, ସମ୍ବିତ ୬୯,୩୪୪ ଖଣ୍ଡ ଭୋଟ୍ ପାଇଥିବା ବେଳେ ବାପି ସର୍ଖେଲ ୪୮,୫୪୨ ଖଣ୍ଡ ଭୋଟ୍ ପାଇଛନ୍ତି। ବିଜେପିର ସମ୍ପଦ ଚନ୍ଦ୍ର ସ୍ୱାଇଁ ୩୪,୫୬୩ ଖଣ୍ଡ ଭୋଟ୍ ପାଇଛନ୍ତି।

Related story