ସମ୍ବଲପୁର: ମିତ୍ତଲ ଏଜେନ୍ସିରେ ଅଗ୍ନିକାଣ୍ଡ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଗନପୋଷ ସ୍ଥିତ ମିତ୍ତଲ ଏଜେନ୍ସିରେ ଆଜି ଭୋର ପ୍ରାୟ ୪ଟାରୁ ୫ଟା  ଭିତରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ବିଲ୍ଡିଂର ପ୍ରଥମ ମହଲାରେ ନିଆଁ ଲାଗି ଥିବା ବେଳେ ଘଟଣାସ୍ଥଳରେ ଦୁଇଟି ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଇଥିଲେ।  ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।  ଦୋକାନରେ ଥିବା ସମସ୍ତ ଜିନିଷ ପୋଡ଼ି ପାଉଁଶ ହୋଇଯାଇଛି।

gire

Rakesh Mallick
  • Published: Monday, 27 February 2017
  • , Updated: 27 February 2017, 10:32 AM IST

Related story