ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସରୁ  ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର       

ସମ୍ବଲପୁର: ସମ୍ବଲପୁର ସହରର କ୍ଷେତରାଜପୁର ଷ୍ଟେସନରୁ ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସରୁ ଆଜି ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ। ଟ୍ରେନର ଏକ ବଗିରେ ଝରକା ବାହାରେ ମୃତଦେହଟି ଝୁଲିଥିବା ଲୋକେ  ଦେଖି ରେଳବାଇ ପୋଲିସକୁ ଜଣାଇଥିଲେ। ରେଳବାଇ ପୋଲିସ୍ ମୃତଦେହଟିକୁ ଉଦ୍ଧାର କରିଛି ଓ ଘଟଣାର ତଦନ୍ତ କରୁଛି।

samlpur -

Rakesh Mallick
  • Published: Wednesday, 06 April 2016
  • , Updated: 06 April 2016, 08:05 AM IST

Related story