ସମ୍ୱଲପୁର: ଦୁଇ ଝିଅଙ୍କୁ ହତ୍ୟା କରି ଆତ୍ମହତ୍ୟା ଉଦ୍ୟମ କରୁଥିବା ମା’କୁ ଗିରଫ କଲା ପୋଲିସ୍

ସମ୍ୱଲପୁର: ସମ୍ୱଲପୁର ଜିଲ୍ଲା ବାମେରା ବ୍ଲକ୍‌ରେ କନିଷ୍ଠ ଯନ୍ତ୍ରୀ ଥିବା ଦୁର୍ଗା ମାହାଲିଙ୍କ ପତ୍ନୀ ବୈଜୟନ୍ତୀ ଗତକାଲି ତାଙ୍କ ଦୁଇ ଝିଅଙ୍କୁ ପାଣିରେ ବୁଡ଼ାଇ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଘଟଣାରେ ଅଭିଯୁକ୍ତ ମା’ ବୈଜୟନ୍ତୀଙ୍କୁ ଗୋବିନ୍ଦପୁର ପୋଲିସ୍ କରିଛି। ଘରୋଇ କଳହକୁ କେନ୍ଦ୍ର କରି ଦୁଇ ଝିଅକୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିବାକୁ  ରେଳ ଧାରଣା ଆଡକୁ ଯାଉଥିବା ବେଳେ ସ୍ଥାନୀୟ ଲୋକେ  ସନ୍ଦେହ କରି ପୋଲିସ୍‌କୁ […]

death

Rakesh Mallick
  • Published: Saturday, 16 July 2016
  • , Updated: 16 July 2016, 09:45 AM IST

ସମ୍ୱଲପୁର: ସମ୍ୱଲପୁର ଜିଲ୍ଲା ବାମେରା ବ୍ଲକ୍‌ରେ କନିଷ୍ଠ ଯନ୍ତ୍ରୀ ଥିବା ଦୁର୍ଗା ମାହାଲିଙ୍କ ପତ୍ନୀ ବୈଜୟନ୍ତୀ ଗତକାଲି ତାଙ୍କ ଦୁଇ ଝିଅଙ୍କୁ ପାଣିରେ ବୁଡ଼ାଇ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଘଟଣାରେ ଅଭିଯୁକ୍ତ ମା’ ବୈଜୟନ୍ତୀଙ୍କୁ ଗୋବିନ୍ଦପୁର ପୋଲିସ୍ କରିଛି। ଘରୋଇ କଳହକୁ କେନ୍ଦ୍ର କରି ଦୁଇ ଝିଅକୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିବାକୁ  ରେଳ ଧାରଣା ଆଡକୁ ଯାଉଥିବା ବେଳେ ସ୍ଥାନୀୟ ଲୋକେ  ସନ୍ଦେହ କରି ପୋଲିସ୍‌କୁ ଖବର ଦେଇଥିଲେ। ଗୋବିନ୍ଦପୁର ପୋଲିସ୍ ମହିଳାଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ସେ ନିଜେ ଦୁଇ ଝିଅଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲା।

Related story