ସମ୍ୱଲପୁର ସହର ଉପକଣ୍ଠରେ ହାତୀ ଆତଙ୍କ

ସମ୍ୱଲପୁର: ସମ୍ୱଲପୁର ସହର ଉପକଣ୍ଠ ମହାନଦୀ କୂଳ ଭତରା ଶଙ୍କରା ମଠ ନିକଟକୁ ହାତୀପଲ ପଶି ଆସିଛି। ରବିବାର ରାତିରେ ଏହି ହାତୀପଲ ପଶିଆସିଥିବାରୁ ଅଞ୍ଚଳବାସୀ ଆତଙ୍କିତ ହୋଇପଡ଼ିନ୍ତି। ହାତୀ ପଲରେ ୨ଛୁଆ ସହ ୮ଟି ହାତୀ ଥିବା ଜଣାପଡ଼ିଛି। ତିନି ଦିନ ହେଲା ଏହି ହାତୀ ପଲ ମହାନଦୀ କୂଳରେ ଘୁରି ବୁଲୁଥିଲା। ବନ ବିଭାଗ ହାତୀ ଘଉଡ଼ାଇବାକୁ ଉଦ୍ୟମ ଜାରି ରହିଛି।

elephent

Rakesh Mallick
  • Published: Monday, 15 February 2016
  • , Updated: 15 February 2016, 02:58 AM IST

Related story