ରାଜ୍ୟରେ ବାର୍ଡ ଫ୍ଳୁ ଆଶଙ୍କା; ପରୀକ୍ଷା ପାଇଁ ଗଲା ସାମ୍ପଲ

ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): ଦେଶର ବିଭିନ୍ନ ସ୍ଥାନରେ ବାର୍ଡ ଫ୍ଲୁ ଦେଖାଯିବା ପରେ ରାଜ୍ୟରେ ନିଆଯାଇଛି ପଦକ୍ଷେପ। ଚିଲିକାରୁ ୪ ଶହ ସାମ୍ପଲ ଟେଷ୍ଟ ପାଇଁ ପଠାଇଛି ପ୍ରାଣୀଧନ ବିଭାଗ। ସେହିପରି ଭୁବନେଶ୍ୱର ସ୍ଥିତ OUATରୁ କୁକୁଡ଼ାଙ୍କ ସାମ୍ପଲ ମଧ୍ୟ ପଠାଯାଇଛି। ସବୁ ସାମ୍ପଲ କଟକର ଫୁଲନଖରାସ୍ଥିତ ପ୍ରାଣୀରୋଗ ଗବେଷଣା ପ୍ରତିଷ୍ଠାନକୁ ପଠାଯାଇଛି। ଖୋର୍ଦ୍ଧା ସିଡିଭିଓ କହିଛନ୍ତି, ଚିଲିକା ନଳବଣରୁ ମଧ୍ୟ ସାମ୍ପଲ ପଠାଯିବ। ପ୍ରାଣୀ ସଂପଦ ବିଭାଗ ନିର୍ଦ୍ଦେଶକ କହିଛନ୍ତି, ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା କୌଣସି […]

flu

flu

Jitendra Garnayak
  • Published: Tuesday, 05 January 2021
  • Updated: 05 January 2021, 02:52 PM IST

Sports

Latest News

ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): ଦେଶର ବିଭିନ୍ନ ସ୍ଥାନରେ ବାର୍ଡ ଫ୍ଲୁ ଦେଖାଯିବା ପରେ ରାଜ୍ୟରେ ନିଆଯାଇଛି ପଦକ୍ଷେପ। ଚିଲିକାରୁ ୪ ଶହ ସାମ୍ପଲ ଟେଷ୍ଟ ପାଇଁ ପଠାଇଛି ପ୍ରାଣୀଧନ ବିଭାଗ। ସେହିପରି ଭୁବନେଶ୍ୱର ସ୍ଥିତ OUATରୁ କୁକୁଡ଼ାଙ୍କ ସାମ୍ପଲ ମଧ୍ୟ ପଠାଯାଇଛି। ସବୁ ସାମ୍ପଲ କଟକର ଫୁଲନଖରାସ୍ଥିତ ପ୍ରାଣୀରୋଗ ଗବେଷଣା ପ୍ରତିଷ୍ଠାନକୁ ପଠାଯାଇଛି। ଖୋର୍ଦ୍ଧା ସିଡିଭିଓ କହିଛନ୍ତି, ଚିଲିକା ନଳବଣରୁ ମଧ୍ୟ ସାମ୍ପଲ ପଠାଯିବ।

ପ୍ରାଣୀ ସଂପଦ ବିଭାଗ ନିର୍ଦ୍ଦେଶକ କହିଛନ୍ତି, ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା କୌଣସି ବାର୍ଡ ଫ୍ଲୁ ଚିହ୍ନଟ ହୋଇନି। ସାମ୍ପଲ ପଠାଯିବା ଏକ ନିୟମିତ ପ୍ରକ୍ରିୟା। ଶୀତ ଦିନେ ପଠାଯାଏ। କୌଣସି ଜାଗାରେ ନିୟମିତ ପକ୍ଷୀମଡ଼କ ହେଲେ ଆଶଙ୍କା କରାଯାଏ। ଓଡ଼ିଶାରେ ଏବେ ସେଭଳି କୌଣସି ଜାଗାରେ କିଛି ଘଟଣା ଘଟିନି। ସେମିତି କିଛି ଘଟିଲେ ଅବଗତ କରାଯିବ ବୋଲି କହିଛନ୍ତି ନିର୍ଦ୍ଦେଶକ।

https://youtu.be/FAjK6dGDH_4
ଅନ୍ୟପକ୍ଷରେ ହିମାଚଳ ପ୍ରେଦଶରେ ବାର୍ଡ ଫ୍ଲୁ ଯୋଗୁଁ ଏବେ ପକ୍ଷୀ ମୃତ୍ୟୁ ବଢ଼ିବାରେ ଲାଗିଛି । କାଙ୍ଗଡାର ପୋଙ୍ଗ ହ୍ରଦରେ ୧୭୦୦ ପ୍ରବାସୀ ପକ୍ଷୀଙ୍କ ମୃତ୍ୟୁ ଘଟିଛି। ଏହି ପକ୍ଷୀ ଗୁଡିକରୁ H-5 N-1 ଭାଇରସ୍ ଚିହ୍ନଟ ହୋଇଛି।

https://youtu.be/lFt6ef-Pjpo
ସେହିପରି ହରିୟାଣାରେ ଲକ୍ଷେରୁ ଅଧିକ କୁକୁଡାଙ୍କ ମୃତ୍ୟୁ ଘଟିଛି । ଏହାକୁ ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଯାଇଛି । ଅନ୍ୟପଟେ ମଧ୍ୟପ୍ରଦେଶରେ ଡିସେମ୍ବର ୨୩ରୁ ଜାନୁଆରୀ ୩ ତାରିଖ ମଧ୍ୟରେ ୩୭୬ଟି କାଉଙ୍କ ମୃତ୍ୟୁ ଘଟିଛି । ସେଥିମଧ୍ୟରୁ ଇନ୍ଦୋରରେ ସର୍ବାଧିକ ୧୪୨ଟି କାଉ ମରି ପଡିଥିବା ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି । ସେହିପରି ମନ୍ଦସୌରରେ ୧୦୦, ଆଗର-ମାଲୱାରେ ୧୧୨, ଖରଗୋନ ଜିଲ୍ଲାରେ ୧୩, ସିହ୍‌ରରେ୯ କାଉ ମରିଛନ୍ତି । ମୃତ କାଉଙ୍କ ନମୁନାରେ ବାର୍ଡ ଫ୍ଲ ଭୂତାଣୁ ଚିହ୍ନଟ ହୋଇଛି ।

କେରଳର କୋଟ୍ଟାୟମ ଏବଂ ମଲ୍ଲପୁଝା ଜିଲ୍ଲାରେ ମଧ୍ୟ ପକ୍ଷୀ ମଡକ ଦେଖିବାକୁ ମିଳିଛି । ମୃତ ପକ୍ଷୀଙ୍କ ଠାରେ H-5 N-1 ଭୂତାଣୁ ଚିହ୍ନଟ ହୋଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ଦୁଇ ଜିଲ୍ଲାରେ ପ୍ରାୟ ୪୦ ହଜାର କୁକୁଡାକୁ ହତ୍ୟା କରାଯିବ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story