ପ୍ରକାଶ ପାଇଲା ଯୁକ୍ତ୨ ଆଡମିଶନ କଟ୍ଅଫ୍ ମାର୍କ ତାଲିକା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯୁକ୍ତ୨ ଆଡମିଶନ ପାଇଁ ପ୍ରକାଶ ପାଇଲା କଟ୍ଅଫ୍ ମାର୍କ ତାଲିକା। ତାଲିକାରେ ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା, କଳାରେ କୃଷ୍ଣପ୍ରସାଦ ଶୀର୍ଷରେ ରହିଛି। ରେଭେନ୍ସା ଟପ୍ ସ୍ଥାନରେ ରହିବା ସହ ଏଠାରେ ବିଜ୍ଞାନରେ ସାଧାରଣ ବର୍ଗଙ୍କ ନାମଲେଖା ପାଇଁ ୯୪.୩୩% କଟ୍ଅଫ୍ ମାର୍କ ରହିଛି। ସେହିପରି ୯୩.୨୦% ମାର୍କ ସହ ବ୍ରହ୍ମପୁର ନୀଳକଣ୍ଠନଗର ସରସ୍ୱତୀ ବିଦ୍ୟାମନ୍ଦିର ହାଇୟର ସେକେଣ୍ଡେରା ସ୍କୁଲ  ଦ୍ୱିତୀୟ, ୯୩% କଟଅଫ୍ ସହ ଭୁବନେଶ୍ୱର ବିଜେବି କଲେଜ ତୃତୀୟ ସ୍ଥାନରେ ରହିଛି। […]

Plus-2

Plus-2

Niranjan Mishra
  • Published: Wednesday, 17 August 2022
  • Updated: 17 August 2022, 05:32 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯୁକ୍ତ୨ ଆଡମିଶନ ପାଇଁ ପ୍ରକାଶ ପାଇଲା କଟ୍ଅଫ୍ ମାର୍କ ତାଲିକା। ତାଲିକାରେ ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା, କଳାରେ କୃଷ୍ଣପ୍ରସାଦ ଶୀର୍ଷରେ ରହିଛି। ରେଭେନ୍ସା ଟପ୍ ସ୍ଥାନରେ ରହିବା ସହ ଏଠାରେ ବିଜ୍ଞାନରେ ସାଧାରଣ ବର୍ଗଙ୍କ ନାମଲେଖା ପାଇଁ ୯୪.୩୩% କଟ୍ଅଫ୍ ମାର୍କ ରହିଛି। ସେହିପରି ୯୩.୨୦% ମାର୍କ ସହ ବ୍ରହ୍ମପୁର ନୀଳକଣ୍ଠନଗର ସରସ୍ୱତୀ ବିଦ୍ୟାମନ୍ଦିର ହାଇୟର ସେକେଣ୍ଡେରା ସ୍କୁଲ  ଦ୍ୱିତୀୟ, ୯୩% କଟଅଫ୍ ସହ ଭୁବନେଶ୍ୱର ବିଜେବି କଲେଜ ତୃତୀୟ ସ୍ଥାନରେ ରହିଛି।

ସେହିପରି ରେଭେନ୍ସାର ବାଣିଜ୍ୟରେ ନାମଲେଖା ପାଇଁ ୮୪.୧୭% କଟ୍‌ଅଫ୍ ମାର୍କ ରହିଛି। ରାଉରକେଲା ସରକାରୀ ଉଚ୍ଚ ମାଧ୍ୟମିକ ସ୍କୁଲ ୨ୟ ସ୍ଥାନରେ ରହିବା ସହ ଏଠାରେ କଟ୍‌ଅଫ୍ ମାର୍କ ୮୦.୬୭% ଓ ବିଜେବି କଲେଜ ତୃତୀୟରେ ରହିବା ସହ ଏଠାରେ କଟ୍‌ଅଫ୍ ମାର୍କ ୭୯.୮୩% ରହିଛି।

କଳାରେ କୃଷ୍ଣପ୍ରସାଦ କନ୍ଦାଖାଇ କଲେଜ ଟପ୍ ସ୍ଥାନରେ ରହିବା ସହ ଏଠାରେ ପାଠପଢ଼ିବା ନିମନ୍ତେ ୮୩.୫୦% କଟ୍ଅଫ୍ ମାର୍କ ରହିଛି। ରେଭେନ୍ସା ୨ୟ ସ୍ଥାନରେ ରହିବା ସହ ଏଠାରେ କଟ୍‌ଅଫ୍ ମାର୍କ ୮୩.୩୩% ଓ ନରସିଂହପୁର କଲେଜ ୩ୟ ସ୍ଥାନରେ ରହିବା ସହ ଏଠାରେ ନାମଲେଖା କଟ୍‌ଅଫ୍ ମାର୍କ ୮୩.୧୭% ରହିଛି।

ଛାତ୍ରଛାତ୍ରୀମାନେ samsodisha.gov.in କୁ ଯାଇ ସେମାନଙ୍କ ନାମଲେଖା ଷ୍ଟାଟସ୍ ଜାଣିପାରିବେ। ଚଳିତମାସ ୧୯ ତାରିଖରୁ ୨୫ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଏହି ଫାଷ୍ଟମେରିଟ ଅନ୍ତର୍ଗତ ନାମଲେଖା ପ୍ରକ୍ରିୟା ଚାଲିବ। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ଏନେଇ ସୂଚନା ଦେଇଛନ୍ତି। ସେହିପରି ବନ୍ୟା ଯୋଗୁଁ ନାମଲେଖା ଅବଧି ବୃଦ୍ଧି ପାଇଁ ସରକାରଙ୍କ ଅନୁମତି ଲୋଡାଯାଇଥିବା ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story