ପରିବେଶ ପ୍ରଦୂଷଣରୁ ସାରା ବିଶ୍ୱକୁ ରକ୍ଷା କରିବାକୁ ବାଲୁକା କଳାରେ ବାର୍ତ୍ତା

ପୁରୀ(ଓଡ଼ିଶା ରିପୋର୍ଟର): ପରିବେଶ ପ୍ରଦୂଷଣରୁ ସାରା ବିଶ୍ୱକୁ ରକ୍ଷା କରିବା ପାଇଁ ‌ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ ସାହୁ ପୁରୀ ବେଳାଭୂମିରେ ଏକ ବାଲୁକା କଳା କରିଛନ୍ତି। ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ସେ ଏହି ବାଳୁକା କଳା ତିଆରି କରିଛନ୍ତି। ଏଥର ବିଶ୍ୱ ପରିବେଶ ଦିବସର ଥିମ୍ ରହିଛି ‘ଏୟାର ପଲ୍ୟୁସନ୍’। ଏହି ଥିମ୍‌କୁ ଆଧାର କରି ଜନସାଧାରଣଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ମାନସ ଏହି ବାଲୁକା କଳା ତିଆରି କରିଛନ୍ତି। ଏଥିରେ ସେ […]

art

art

Jitendra Garnayak
  • Published: Wednesday, 05 June 2019
  • Updated: 05 June 2019, 09:14 AM IST

ପୁରୀ(ଓଡ଼ିଶା ରିପୋର୍ଟର): ପରିବେଶ ପ୍ରଦୂଷଣରୁ ସାରା ବିଶ୍ୱକୁ ରକ୍ଷା କରିବା ପାଇଁ ‌ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ ସାହୁ ପୁରୀ ବେଳାଭୂମିରେ ଏକ ବାଲୁକା କଳା କରିଛନ୍ତି। ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ସେ ଏହି ବାଳୁକା କଳା ତିଆରି କରିଛନ୍ତି। ଏଥର ବିଶ୍ୱ ପରିବେଶ ଦିବସର ଥିମ୍ ରହିଛି ‘ଏୟାର ପଲ୍ୟୁସନ୍’। ଏହି ଥିମ୍‌କୁ ଆଧାର କରି ଜନସାଧାରଣଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ମାନସ ଏହି ବାଲୁକା କଳା ତିଆରି କରିଛନ୍ତି। ଏଥିରେ ସେ ଲେଖିଛନ୍ତି- ଲେଟ୍‌ସ ସେଭ୍ ଦ ଏନ୍‌ଭାଇରନ୍‌ମେଣ୍ଟ ଟୁଗେଦର ଅର୍ଥାତ୍ ଆସନ୍ତୁ ସଭିଏଁ ଏକାଠି ହୋଇ ପରିବେଶକୁ ରକ୍ଷା କରିବା।

art3ଏହି ବାଲୁକା କଳା ମାଧ୍ୟମରେ ସେ ଗଛ ଲଗାଇବା ପାଇଁ ସାରା ବିଶ୍ୱବାସୀଙ୍କୁ ନିବେଦନ କରିଛନ୍ତି। ୨୦ଫୁଟ୍ ଓସାର ବିଶିଷ୍ଟ ଏହି ବାଲୁକା କଳା ନିର୍ମାଣ ପାଇଁ ତାଙ୍କୁ ଓ ତାଙ୍କ ଛାତ୍ରଛାତ୍ରୀମାନଙ୍କୁ ପ୍ରାୟ ୮ଘଣ୍ଟା ଲାଗିଥିଲା।

ମାନସ କହିଛନ୍ତି,‘‘ଯଦି ଏବେଠାରୁ ଆମେ ଗଛ ଲଗାଇବା, ତା’ହେଲେ ଭବିଷ୍ୟତ ପାଇଁ ଏକ ଶୁଦ୍ଧ ପରିବେଶ ସୃଷ୍ଟି କରିପାରିବା। ସେହି ଉଦ୍ଦେଶ୍ୟରେ ଏହି ବାଲୁକା କଳାଟି ନିର୍ମାଣ କରାଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story