ବାଲୁକା କଳା ମାଧ୍ୟମରେ ଶ୍ରୀଦେବୀଙ୍କୁ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର(ଓଡିଶା ରିପୋର୍ଟର):  ଖ୍ୟାତନାମା ଅଭିନେତ୍ରୀ ଶ୍ରୀଦେବୀଙ୍କ ବିୟୋଗ ପରେ ତାଙ୍କୁ ବାଲୁକା କଳାରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ସୁଦର୍ଶନ ସ୍ୟାଣ୍ଡ୍ ଆଣ୍ଡ ଆର୍ଟ ଅନୁଷ୍ଠାନ ପକ୍ଷରୁ ଶ୍ରୀଦେବୀଙ୍କ ସୁନ୍ଦର ବାଲୁକା ଚିତ୍ର କରାଯାଇ ତାଙ୍କୁ ଅନ୍ତିମ ଶ୍ରଦ୍ଧାଞ୍ଜଳି ଜଣାଯାଇଛି।
ସେହିଭଳି ଶ୍ରୀଦେବୀଙ୍କ ଅକାଳ ବିୟୋଗ ପରେ ପୁରୀ ଲାଇଟ ହାଉସ ନିକଟରେ ମାନସ ସାହୁ ସ୍ୟାଣ୍ଡ ପାର୍କରେ ଆଉ ଏକ ବାଲୁକା କଳା ପ୍ରଦର୍ଶିତ କରିଛନ୍ତି ଶିଳ୍ପୀ ମାନସ ସାହୁ। ୧୦ ଫୁଟ ଉଚ୍ଚର ଏହି ବାଲୁକା କଳା ଜରିଆରେ ଅଭିନେତ୍ରୀ ଶ୍ରୀଦେବୀଙ୍କୁ ଅନ୍ତିମ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମାନସ। ଉଭୟ ବାଲୁକା କଳାକୁ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି।
https://youtu.be/Ac0TSjRRBQE
Ordigital Desk
• Published: Monday, 26 February 2018
• Updated: 26 February 2018, 09:24 AM IST
Sports
Latest News
ଭୁବନେଶ୍ୱର(ଓଡିଶା ରିପୋର୍ଟର):  ଖ୍ୟାତନାମା ଅଭିନେତ୍ରୀ ଶ୍ରୀଦେବୀଙ୍କ ବିୟୋଗ ପରେ ତାଙ୍କୁ ବାଲୁକା କଳାରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ସୁଦର୍ଶନ ସ୍ୟାଣ୍ଡ୍ ଆଣ୍ଡ ଆର୍ଟ ଅନୁଷ୍ଠାନ ପକ୍ଷରୁ ଶ୍ରୀଦେବୀଙ୍କ ସୁନ୍ଦର ବାଲୁକା ଚିତ୍ର କରାଯାଇ ତାଙ୍କୁ ଅନ୍ତିମ ଶ୍ରଦ୍ଧାଞ୍ଜଳି ଜଣାଯାଇଛି।
ସେହିଭଳି ଶ୍ରୀଦେବୀଙ୍କ ଅକାଳ ବିୟୋଗ ପରେ ପୁରୀ ଲାଇଟ ହାଉସ ନିକଟରେ ମାନସ ସାହୁ ସ୍ୟାଣ୍ଡ ପାର୍କରେ ଆଉ ଏକ ବାଲୁକା କଳା ପ୍ରଦର୍ଶିତ କରିଛନ୍ତି ଶିଳ୍ପୀ ମାନସ ସାହୁ। ୧୦ ଫୁଟ ଉଚ୍ଚର ଏହି ବାଲୁକା କଳା ଜରିଆରେ ଅଭିନେତ୍ରୀ ଶ୍ରୀଦେବୀଙ୍କୁ ଅନ୍ତିମ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମାନସ। ଉଭୟ ବାଲୁକା କଳାକୁ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି।
https://youtu.be/Ac0TSjRRBQE
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos