ବାଲୁକାକଳା ମାଧ୍ୟମରେ ଜିଏସ୍‌ଟିକୁ ସ୍ୱାଗତ ଜଣାଇଲେ ସୁଦର୍ଶନ

ପୁରୀ: ଆସନ୍ତାକାଲିଠାରୁ ସମଗ୍ର ଦେଶରେ ଗୁଡ୍ସ ଆଣ୍ଡ ସର୍ଭିସେସ୍‌ ଟାକ୍ସ(ଜିଏସ୍‌ଟି) ଲାଗୁ ହେବ। ଆଜି ରାତି ୧୨ଟାରେ ଭାରତ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭାରମ୍ଭ କରିବେ। ଆଜି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ପୁରୀ ବେଳାଭୂମିରେ ଏକ ବାଲୁକା କଳା ନିର୍ମାଣ କରି ଜିଏସ୍‌ଟିକୁ ସ୍ୱାଗତ କରିଛନ୍ତି। ଯେଉଁଥିରେ ଭାରତ ସରକାରଙ୍କ ଗୋଟିଏ ଦେଶ, ଗୋଟିଏ କର ଓ ଗୋଟିଏ ବଜାରର ବାର୍ତ୍ତା ଉଲ୍ଲେଖ ରହିଛି। ଏହି […]

sant art

Rakesh Mallick
  • Published: Friday, 30 June 2017
  • , Updated: 30 June 2017, 06:02 PM IST

ପୁରୀ: ଆସନ୍ତାକାଲିଠାରୁ ସମଗ୍ର ଦେଶରେ ଗୁଡ୍ସ ଆଣ୍ଡ ସର୍ଭିସେସ୍‌ ଟାକ୍ସ(ଜିଏସ୍‌ଟି) ଲାଗୁ ହେବ। ଆଜି ରାତି ୧୨ଟାରେ ଭାରତ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭାରମ୍ଭ କରିବେ। ଆଜି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ପୁରୀ ବେଳାଭୂମିରେ ଏକ ବାଲୁକା କଳା ନିର୍ମାଣ କରି ଜିଏସ୍‌ଟିକୁ ସ୍ୱାଗତ କରିଛନ୍ତି। ଯେଉଁଥିରେ ଭାରତ ସରକାରଙ୍କ ଗୋଟିଏ ଦେଶ, ଗୋଟିଏ କର ଓ ଗୋଟିଏ ବଜାରର ବାର୍ତ୍ତା ଉଲ୍ଲେଖ ରହିଛି। ଏହି ଫଟୋକୁ ଜିଏସ୍‌ଟି କାଉନ୍‌ସିଲ ଟ୍ୱିଟର ପେଜ୍‌ରେ ଅପଲୋଡ଼ କରାଯାଇଛି। ଏହାକୁ ବହୁ ବୁଦ୍ଧିଜୀବୀ ରି-ଟ୍ୱିଟ୍‌ ମଧ୍ୟ କରୁଥିବା ଦେଖିବାକୁ ମିଳିଛି।

Related story