ବାଲୁକା କଳାରେ ଶିଶୁ ସୁରକ୍ଷା; ‘‘ଶ୍ରମ ନୁହେଁ, ଆମେ ଶିକ୍ଷା ଚାହୁଁ”

Ordigital Desk
  • Published: Tuesday, 01 May 2018
  • , Updated: 01 May 2018, 10:20 AM IST
<p>ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ବେଳାଭୂମିରେ ମାନସ ସାହୁ ସ୍ୟାଣ୍ଡ ଆର୍ଟ ପାର୍କରେ ସୁନ୍ଦର ବାଲୁକା କଳା ଦେଖିବାକୁ ମିଳିଛି। ଜାତୀୟ ଶିଶୁ ଶ୍ରମ ବିରୋଧୀ ଦିବସ ଅବସରରେ ଏହି ବାଲୁକା କଳା ନିର୍ମାଣ ହୋଇଛି। ଏଥିରେ ସେ ଶିଶୁଙ୍କ ମନ କଥାକୁ ବେଶ ସୁନ୍ଦର ଭାବେ ଉପସ୍ଥାପନା କରିଛନ୍ତି।</p> <p>&lsquo;ଶ୍ରମ ନୁହେଁ, ଆମେ ଶିକ୍ଷା ଚାହୁଁ&rsquo; ବୋଲି ଶିଶୁଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି ମାନସ। ଏହାକୁ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଉଦଘାଟନ କରିଥିଲେ।</p>

Related story