ବାଲିରେ ଯୋଗ ଶିକ୍ଷା: ଆତ୍ମା ଓ ମନ ରହିବ ଶୁଦ୍ଧ

<p>ପୁରୀ: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପୁରୀ ବେଳାଭୂମିରେ ଆକର୍ଷଣୀୟ ବାଲୁକା କଳା ପ୍ରସ୍ତୁତ କରାଯାଇଛି। ବାଲୁକା ଶିଳ୍ପୀ ମାନସ ସାହୁଙ୍କ ଦ୍ୱାରା ପ୍ରସ୍ତୁତ ଏହି ବାଲୁକା କଳା ମାଧ୍ୟମରେ ଯୋଗ ସମ୍ପର୍କିତ ସଚେତନତା ବାର୍ତ୍ତା ଦିଆଯାଇଛି । ଯୋଗ ଦ୍ୱାରା କିଭଳି ଆତ୍ମା ଓ ମନ ଶୁଦ୍ଧ ରହିବା ସହ ଶରୀର ନିରାମୟ ରହିବ, ସେ ନେଇ ବାର୍ତ୍ତା ଦିଆଯାଇଛି । ପ୍ରାୟ ୧୫ଫୁଟ ଲମ୍ବର ଏହି ବାଲୁକା କଳା ନିର୍ମାଣ ପାଇଁ ୨୦ ଟନ୍ ବାଲି ବ୍ୟବହାର କରିଛନ୍ତି ମାନସ।&nbsp; ପାତଞ୍ଜଳି ଯୋଗ ପୀଠର ମିଳିତ ସହଯୋଗରେ ମାନସ ଏହି ବାଲୁକାକଳା ନିର୍ମାଣ କରିଛନ୍ତି।</p>

Ordigital Desk
  • Published: Wednesday, 21 June 2017
  • Updated: 21 June 2017, 08:11 AM IST

Sports

Latest News

<p>ପୁରୀ: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପୁରୀ ବେଳାଭୂମିରେ ଆକର୍ଷଣୀୟ ବାଲୁକା କଳା ପ୍ରସ୍ତୁତ କରାଯାଇଛି। ବାଲୁକା ଶିଳ୍ପୀ ମାନସ ସାହୁଙ୍କ ଦ୍ୱାରା ପ୍ରସ୍ତୁତ ଏହି ବାଲୁକା କଳା ମାଧ୍ୟମରେ ଯୋଗ ସମ୍ପର୍କିତ ସଚେତନତା ବାର୍ତ୍ତା ଦିଆଯାଇଛି । ଯୋଗ ଦ୍ୱାରା କିଭଳି ଆତ୍ମା ଓ ମନ ଶୁଦ୍ଧ ରହିବା ସହ ଶରୀର ନିରାମୟ ରହିବ, ସେ ନେଇ ବାର୍ତ୍ତା ଦିଆଯାଇଛି । ପ୍ରାୟ ୧୫ଫୁଟ ଲମ୍ବର ଏହି ବାଲୁକା କଳା ନିର୍ମାଣ ପାଇଁ ୨୦ ଟନ୍ ବାଲି ବ୍ୟବହାର କରିଛନ୍ତି ମାନସ।&nbsp; ପାତଞ୍ଜଳି ଯୋଗ ପୀଠର ମିଳିତ ସହଯୋଗରେ ମାନସ ଏହି ବାଲୁକାକଳା ନିର୍ମାଣ କରିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos