ବାଲୁକା କଳା ମାଧ୍ୟମରେ ବଂଶୀଧର ପଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି

<p>ପୁରୀ(ମଧୁସୂଦନ ମିଶ୍ର): ବିଶିଷ୍ଟ ଶିଳ୍ପପତି ସ୍ୱର୍ଗତ ବଂଶୀଧର ପଣ୍ଡାଙ୍କୁ ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଆଜି ବଂଶୀଧରଙ୍କ ଏକାଦଶାହ ଅବସରରେ ପୁରୀ ବେଳାଭୂମିରେ ତାଙ୍କ ବାଲୁକା କଳା କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।&lt;a href=&quot;&quot;&gt;(image) &lt;/a&gt;</p> <p>ଓଡ଼ିଶାର ଗର୍ବ ତଥା ଖ୍ୟାତନାମା&nbsp; ଶିଳ୍ପପତି ବଂଶୀଧର ପଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ବୋଲି ସୁଦର୍ଶନ ଏହି ବାଲୁକା କଳାରେ ଉଲ୍ଲେଖ କରିଛନ୍ତି ।</p>

Ordigital Desk
  • Published: Friday, 01 June 2018
  • Updated: 01 June 2018, 12:33 PM IST

Sports

Latest News

<p>ପୁରୀ(ମଧୁସୂଦନ ମିଶ୍ର): ବିଶିଷ୍ଟ ଶିଳ୍ପପତି ସ୍ୱର୍ଗତ ବଂଶୀଧର ପଣ୍ଡାଙ୍କୁ ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଆଜି ବଂଶୀଧରଙ୍କ ଏକାଦଶାହ ଅବସରରେ ପୁରୀ ବେଳାଭୂମିରେ ତାଙ୍କ ବାଲୁକା କଳା କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।&lt;a href=&quot;&quot;&gt;(image) &lt;/a&gt;</p><p>ଓଡ଼ିଶାର ଗର୍ବ ତଥା ଖ୍ୟାତନାମା&nbsp; ଶିଳ୍ପପତି ବଂଶୀଧର ପଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ବୋଲି ସୁଦର୍ଶନ ଏହି ବାଲୁକା କଳାରେ ଉଲ୍ଲେଖ କରିଛନ୍ତି ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos