ବାଚସ୍ପତିଙ୍କ ଉଦବେଗ: ଆନ୍ଧ୍ର ବାଲି ନେଉଛି, କାହିଁକି କରୁନ ବାଲି ନୀତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରୁ ବ୍ୟାପକ ବାଲି ଚୋରିକୁ ନେଇ ଆଜି ପ୍ରଶ୍ନକାଳରେ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟମାନେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି। ଏପରିକି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ମଧ୍ୟ ଉଦବେଗ ପ୍ରକାଶ କରି ତାଙ୍କ ନିର୍ବାଚନମଣ୍ଡଳୀରୁ ଆନ୍ଧ୍ରପ୍ରଦେଶକୁ ବାଲି ଚାଲାଣ ହେଉଛି ବୋଲି କହିଥିଲେ। ୩ବର୍ଷ ହେଲା କାହିଁକି ବାଲି ନୀତି କାର୍ଯ୍ୟକାରୀ ହେଉନି ବୋଲି ମଧ୍ୟ ବାଚସ୍ପତି ଶ୍ରୀ ପାତ୍ର ଆଜି ସରକାରଙ୍କଠୁ ଜାଣିବାକୁ ଚାହିଁଥିଲେ। ବିରୋଧୀ ସଦସ୍ୟଙ୍କ ସହ ବାଚସ୍ପତିଙ୍କ ଏଭଳି ଉଦବେଗ […]

Surya Narayan Patra

Surya Narayan Patra

Ordigital Desk
  • Published: Friday, 26 February 2021
  • Updated: 26 February 2021, 09:59 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରୁ ବ୍ୟାପକ ବାଲି ଚୋରିକୁ ନେଇ ଆଜି ପ୍ରଶ୍ନକାଳରେ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟମାନେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି। ଏପରିକି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ମଧ୍ୟ ଉଦବେଗ ପ୍ରକାଶ କରି ତାଙ୍କ ନିର୍ବାଚନମଣ୍ଡଳୀରୁ ଆନ୍ଧ୍ରପ୍ରଦେଶକୁ ବାଲି ଚାଲାଣ ହେଉଛି ବୋଲି କହିଥିଲେ। ୩ବର୍ଷ ହେଲା କାହିଁକି ବାଲି ନୀତି କାର୍ଯ୍ୟକାରୀ ହେଉନି ବୋଲି ମଧ୍ୟ ବାଚସ୍ପତି ଶ୍ରୀ ପାତ୍ର ଆଜି ସରକାରଙ୍କଠୁ ଜାଣିବାକୁ ଚାହିଁଥିଲେ। ବିରୋଧୀ ସଦସ୍ୟଙ୍କ ସହ ବାଚସ୍ପତିଙ୍କ ଏଭଳି ଉଦବେଗ ପରେ ସରକାର ଅଡ଼ୁଆରେ ପଡ଼ିଯାଇଥିଲେ।

ଆଜି ପ୍ରଶ୍ନକାଳରେ ବିଜେପି ବିଧାୟକ ମୋହନ ଚରଣ ମାଝୀଙ୍କ ମୂଳପ୍ରଶ୍ନ ଉପରେ ଆଲୋଚନାବେଳେ ଗୃହ ସରଗରମ ହୋଇପଡ଼ିଥିଲା। ଅନ୍ୟାନ୍ୟ ରାଜ୍ୟରେ ବାଲିନୀତି କାର୍ଯ୍ୟକ୍ଷମ ଥିବାବେଳେ ଓଡ଼ିଶାରେ ବାଲି ନୀତି ନିଷ୍ପତ୍ତି କାର୍ଯ୍ୟକାରୀ ହେବାରେ କାହିଁକି ବିଳମ୍ବ ହେଉଛି, ଚିଠା ପ୍ରସ୍ତୁତି ଓ ତର୍ଜମା କେଉଁ ପର୍ଯ୍ୟାୟରେ ରହିଛି ତଥା କେବେସୁଦ୍ଧା କାର୍ଯ୍ୟକାରୀ ହେବ ବୋଲି ବିଜେପି ସଦସ୍ୟ ଶ୍ରୀ ମାଝୀ ଜାଣିବାକୁ ଚାହିଁଥିଲେ। ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଉତ୍ତର ଦେଇ କହିଥିଲେ ଯେ, ବିଦେଶକୁ ବାଲି ଚାଲାଣ ହେଉନାହିଁ। ବିଭିନ୍ନ ସମୟରେ ୨ରୁ ୩ଟି ରାଜ୍ୟକୁ ବାଲି ଦିଆଯାଉଛି। ଖୁବଶୀଘ୍ର ବାଲି ପାଇଁ ସ୍ୱତନ୍ତ୍ର ନୀତି କାର୍ଯ୍ୟକାରୀ କରାଯିବ। ଏହାପରେ ବାଚସ୍ପତି ଶ୍ରୀ ପାତ୍ର ନିଜେ ଉଦବେଗ ବ୍ୟକ୍ତ କରି କହିଥିଲେ ଯେ, ତାଙ୍କ ନିର୍ବାଚନମଣ୍ଡଳୀରୁ ଆନ୍ଧ୍ରକୁ ବାଲି ଚାଲାଣ ହେଉଛି। କାହିଁକି ୩ବର୍ଷ ହେଲା ବାଲି ନୀତି କାର୍ଯ୍ୟକାରୀ କରାଯାଉନି ବୋଲି ସେ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ। କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିଥିଲା। କଂଗ୍ରେସ ସଦସ୍ୟ ତାରାପ୍ରସାଦ ବାହିନୀପତି କହିଥିଲେ ଯେ, ବାଲି ବାବଦରେ ୧୫୦୦କୋଟି ଟଙ୍କା ରାଜସ୍ୱ ସରକାର ପାଉଥିବାବେଳେ ୫ହଜାର କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି।

ଉତ୍ତରରେ ରାଜସ୍ୱ ମନ୍ତ୍ରୀ ଶ୍ରୀ ମାର୍ଣ୍ଡି କହିଥିଲେ ଯେ, ରାଜ୍ୟର ଯେଉଁଠି ଅଧିକ ମାତ୍ରାରେ ବାଲି ଚୋରାଲାଣ କରାଯାଉଛି ସେହି ୧୪୪ଟି ତହସିଲକୁ ଅତି ସମ୍ବେଦନଶୀଳ ଅଂଚଳ ଭାବେ ଚିହ୍ନଟ କରାଯାଇଛି। ସେଠାରେ ଅଧିକ ସଂଖ୍ୟକ ଆରଆଇ ଓ ଅମିନ ନିଯୁକ୍ତି ଦିଆଯାଇଛି। ଚୋରା ଚାଲାଣ ରୋକିବା ପାଇଁ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରି ଏହି ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି। ସେମାନେ ବାଲି ଚୋରାଚାଲାଣ ରୋକିବାକୁ ଉଦ୍ୟମ କରୁଛନ୍ତି। ବେଆଇନ କାମ କରୁଥିବା ବ୍ୟକ୍ତିବିଶେଷଙ୍କୁ ସେମାନେ ଆଇନ ଅନୁସାରେ ଗିରଫ କରିପାରିବେ ବୋଲି ମନ୍ତ୍ରୀ ଶ୍ରୀ ମାର୍ଣ୍ଡି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story