ରାୟଗଡ଼ାର ବୋହୂ ସୁନ୍ଦରୀ ପ୍ରତିଯୋଗିତାରେ ଚମକିଲେ

ରାୟଗଡା (ମନୋଜ ପାତ୍ର): ରାୟଗଡାର ବୋହୂ ସଂଧ୍ୟା ଦଳେଇ ସୁନ୍ଦରୀ ପ୍ରତିଯୋଗିତାରେ ଚମକିଛନ୍ତି। ନୂଆଦିଲ୍ଲୀରେ ଆୟୋଜିତ ମସେସ୍‌ ଇଣ୍ଡିଆ ବ୍ୟୁଟି କଣ୍ଟେଷ୍ଟରେ ସେ ବିଜୟୀ ହୋଇଛନ୍ତି। ଏଥିପାଇଁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି। ଗତ ନଭେମ୍ବର ୧ ତାରିଖରେ ନୂଆଦିଲ୍ଲୀରେ ହୋଇଥିଲା ମିସେସ୍‌ ଇଣ୍ଡଆ ୱାନ୍‌ ଇନ୍‌ ଏ ମିଲିୟନ ପ୍ରତିଯୋଗିତା। ଏଥିରେ ସଂଧ୍ୟାଙ୍କ ଭାଗ ନେଇଥିଲେ। ସମଗ୍ର ଦେଶରୁ ଭାଗ ନେଇଥିବା ୬୦ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ସନ୍ଧ୍ୟା ବିଜୟୀ ହୋଇ ରୌପ୍ୟ […]

beauti

beauti

Manoranjan Sial
  • Published: Thursday, 05 November 2020
  • Updated: 05 November 2020, 10:57 PM IST

ରାୟଗଡା (ମନୋଜ ପାତ୍ର): ରାୟଗଡାର ବୋହୂ ସଂଧ୍ୟା ଦଳେଇ ସୁନ୍ଦରୀ ପ୍ରତିଯୋଗିତାରେ ଚମକିଛନ୍ତି। ନୂଆଦିଲ୍ଲୀରେ ଆୟୋଜିତ ମସେସ୍‌ ଇଣ୍ଡିଆ ବ୍ୟୁଟି କଣ୍ଟେଷ୍ଟରେ ସେ ବିଜୟୀ ହୋଇଛନ୍ତି। ଏଥିପାଇଁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି।

ଗତ ନଭେମ୍ବର ୧ ତାରିଖରେ ନୂଆଦିଲ୍ଲୀରେ ହୋଇଥିଲା ମିସେସ୍‌ ଇଣ୍ଡଆ ୱାନ୍‌ ଇନ୍‌ ଏ ମିଲିୟନ ପ୍ରତିଯୋଗିତା। ଏଥିରେ ସଂଧ୍ୟାଙ୍କ ଭାଗ ନେଇଥିଲେ। ସମଗ୍ର ଦେଶରୁ ଭାଗ ନେଇଥିବା ୬୦ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ସନ୍ଧ୍ୟା ବିଜୟୀ ହୋଇ ରୌପ୍ୟ ମୁକୁଟ ହାସଲ କରିଛନ୍ତି। ସନ୍ଧ୍ୟାଙ୍କ ଏହି ସଫଳତା ପରେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି।

ସନ୍ଧ୍ୟା ଏବେ ଆନ୍ତର୍ଜାତିୟ ସ୍ତରରେ ହେବାକୁ ଥିବା ପ୍ରତିଯୋଗିତାରେ ଭାଗ ନେବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ନିଜ ସଫଳତାର ଶ୍ରେୟ ସେ ତାଙ୍କ ପରିବାର ଓ ଶୁଭେଚ୍ଛୁଙ୍କୁ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story