କେନ୍ଦ୍ର ଖାଦ୍ୟ ଯୋଗାଣମନ୍ତ୍ରୀଙ୍କୁ ଭେଟିଲେ ମନ୍ତ୍ରୀ ସଞ୍ଜୟ ଦାସବର୍ମା

ନୂଆଦିଲ୍ଲୀ: କେନ୍ଦ୍ର ଖାଦ୍ୟ ଯୋଗାଣମନ୍ତ୍ରୀ ରାମବିଳାସ ପାଶୱାନଙ୍କୁ ବୁଧବାର ଭେଟିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣମନ୍ତ୍ରୀ ସଞ୍ଜୟ ଦାସବର୍ମା। ଏହି ଅବସରରେ ସେ ପାଶୱାନଙ୍କ ନିକଟରେ ବିଭିନ୍ନ ଦାବି ଉପସ୍ଥାପନ କରିଛନ୍ତି। ଗହମ ବଦଳରେ ଅଧିକ ଚାଉଳ ଯୋଗାଇବାକୁ ସେ ପାଶୱାନଙ୍କ ନିକଟରେ ଦାବି ଉପସ୍ଥାପନା କରିଛନ୍ତି । ବଳକା ଚାଉଳ ଶୀଘ୍ର ଏଫସିଆଇ ଉଠାଇବାକୁ ଦାବି କରିଛନ୍ତି । ଏହାସହ ଝୋଟ ଅଖା ନ ଦେଇ ପଲିଥିନ ବସ୍ତା ଦିଆଯାଉଥିବା ନେଇ ସେ କେନ୍ଦ୍ର ଯୋଗାଣମନ୍ତ୍ରୀଙ୍କ ନିକଟରେ […]

ram

Rakesh Mallick
  • Published: Wednesday, 06 January 2016
  • , Updated: 06 January 2016, 10:27 AM IST

ନୂଆଦିଲ୍ଲୀ: କେନ୍ଦ୍ର ଖାଦ୍ୟ ଯୋଗାଣମନ୍ତ୍ରୀ ରାମବିଳାସ ପାଶୱାନଙ୍କୁ ବୁଧବାର ଭେଟିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣମନ୍ତ୍ରୀ ସଞ୍ଜୟ ଦାସବର୍ମା। ଏହି ଅବସରରେ ସେ ପାଶୱାନଙ୍କ ନିକଟରେ ବିଭିନ୍ନ ଦାବି ଉପସ୍ଥାପନ କରିଛନ୍ତି। ଗହମ ବଦଳରେ ଅଧିକ ଚାଉଳ ଯୋଗାଇବାକୁ ସେ ପାଶୱାନଙ୍କ ନିକଟରେ ଦାବି ଉପସ୍ଥାପନା କରିଛନ୍ତି । ବଳକା ଚାଉଳ ଶୀଘ୍ର ଏଫସିଆଇ ଉଠାଇବାକୁ ଦାବି କରିଛନ୍ତି । ଏହାସହ ଝୋଟ ଅଖା ନ ଦେଇ ପଲିଥିନ ବସ୍ତା ଦିଆଯାଉଥିବା ନେଇ ସେ କେନ୍ଦ୍ର ଯୋଗାଣମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି।

Related story