ଉପନିର୍ବାଚନରେ ହାରିଗଲେ ସଞ୍ଜୀବ ମାରିକ

ଭୁବନେଶ୍ୱର: ଝାଡ଼ଖଣ୍ଡର ଗୋଡ୍ଡା ବିଧାନସଭା ଆସନରେ ପ୍ରାର୍ଥୀ ହୋଇଥିବା ଓଡ଼ିଶାର ପୂର୍ବତନ ପୋଲିସ୍ ଡିଜି ସଞ୍ଜୀବ ମାରିକ ହାରି ଯାଇଛନ୍ତି। ଏହି ଆସନ ପାଇଁ ଆଜି ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରେ ସେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌)ରୁ ପ୍ରାର୍ଥୀ ହୋଇଥିଲେ। ଏହି ଆସନରେ ବିଜେପିର ଅମିତ ମଣ୍ଡଳ ବିଜୟୀ ହୋଇଥିବା ବେଳେ ମାରିକ୍ ତୃତୀୟ ସ୍ଥାନରେ ରହିଛନ୍ତି। ତାଙ୍କୁ ମାତ୍ର ୧୮,୩୩୭ ଖଣ୍ଡ ଭୋଟ୍ ମିଳିଛି।

sanjeev-marik

Rakesh Mallick
  • Published: Thursday, 19 May 2016
  • , Updated: 19 May 2016, 02:31 PM IST

ଭୁବନେଶ୍ୱର: ଝାଡ଼ଖଣ୍ଡର ଗୋଡ୍ଡା ବିଧାନସଭା ଆସନରେ ପ୍ରାର୍ଥୀ ହୋଇଥିବା ଓଡ଼ିଶାର ପୂର୍ବତନ ପୋଲିସ୍ ଡିଜି ସଞ୍ଜୀବ ମାରିକ ହାରି ଯାଇଛନ୍ତି। ଏହି ଆସନ ପାଇଁ ଆଜି ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରେ ସେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌)ରୁ ପ୍ରାର୍ଥୀ ହୋଇଥିଲେ।

ଏହି ଆସନରେ ବିଜେପିର ଅମିତ ମଣ୍ଡଳ ବିଜୟୀ ହୋଇଥିବା ବେଳେ ମାରିକ୍ ତୃତୀୟ ସ୍ଥାନରେ ରହିଛନ୍ତି। ତାଙ୍କୁ ମାତ୍ର ୧୮,୩୩୭ ଖଣ୍ଡ ଭୋଟ୍ ମିଳିଛି।

Related story