ସଂସଦରେ ଅଚଳାବସ୍ଥା ପ୍ରସଙ୍ଗ: ଦଣ୍ଡ କୋହଳ କରିବାକୁ ବିଜେଡି ସାଂସଦଙ୍କ ଦାବି

ଭୁବନେଶ୍ୱର: ଲଲିତ୍ ଗେଟ୍ ଓ ବ୍ୟାପମ୍ ଦୁର୍ନୀତି ପ୍ରସଙ୍ଗକୁ ନେଇ ସଂସଦରେ ଅଚଳାବସ୍ଥା ଜାରି ରହିଛି । ଲୋକସଭାରୁ ୨୫ ଜଣ କଂଗ୍ରେସ ସାଂସଦଙ୍କୁ ନିଲମ୍ବନ କରାଯିବା ପ୍ରତିବାଦରେ କଂଗ୍ରେସ ଦଳର ବିରୋଧ ଜାରି ରହିଛି । ଗତକାଲି ସଂସଦ ପରିସରରେ କଂଗ୍ରେସ ଦଳ ପକ୍ଷରୁ ଧାରଣା ଦିଆଯାଇଥଲା । ତେବେ ଆଜି ଦଳର ଆଭିମୁଖ୍ୟ କ’ଣ ରହିବ ତାହା ଉପରେ ସମସ୍ତଙ୍କ ନଜର ରହିଛି । ଗତକାଲି ଗାନ୍ଧି ମୂର୍ତ୍ତି ଆଗରେ ଦଳର ଅଧ୍ୟକ୍ଷା ସୋନିଆ […]

congre

congre

Rakesh Mallick
  • Published: Wednesday, 05 August 2015
  • Updated: 05 August 2015, 05:01 AM IST

Sports

Latest News

ଭୁବନେଶ୍ୱର: ଲଲିତ୍ ଗେଟ୍ ଓ ବ୍ୟାପମ୍ ଦୁର୍ନୀତି ପ୍ରସଙ୍ଗକୁ ନେଇ ସଂସଦରେ ଅଚଳାବସ୍ଥା ଜାରି ରହିଛି । ଲୋକସଭାରୁ ୨୫ ଜଣ କଂଗ୍ରେସ ସାଂସଦଙ୍କୁ ନିଲମ୍ବନ କରାଯିବା ପ୍ରତିବାଦରେ କଂଗ୍ରେସ ଦଳର ବିରୋଧ ଜାରି ରହିଛି । ଗତକାଲି ସଂସଦ ପରିସରରେ କଂଗ୍ରେସ ଦଳ ପକ୍ଷରୁ ଧାରଣା ଦିଆଯାଇଥଲା । ତେବେ ଆଜି ଦଳର ଆଭିମୁଖ୍ୟ କ’ଣ ରହିବ ତାହା ଉପରେ ସମସ୍ତଙ୍କ ନଜର ରହିଛି । ଗତକାଲି ଗାନ୍ଧି ମୂର୍ତ୍ତି ଆଗରେ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସହ ସମସ୍ତ ଦଳୀୟ ସାଂସଦ ଧାରଣା ଦେଇଥିଲେ । ସେପଟେ ଦଣ୍ଡ କୋହଳ ଲାଗି ବିଭିନ୍ନ ଦଳର ସାଂସଦ ଦାବି କରିଛନ୍ତି । ଓଡିଶାର ସାଂସଦମାନେ ମଧ୍ୟ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି । ସାଂସଦ ତଥାଗତ ଶତପଥି କଂଗ୍ରେସ ସାଂସଦମାନଙ୍କ ବିରୋଧରେ କରାଯାଇଥିବା ଦଣ୍ଡବିଧାନକୁ କୋହଳ କରିବାକୁ ଦାବି କରିଛନ୍ତି । ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି ଯେ, ୨୫ ଜଣ କଂଗ୍ରେସ ସାଂସଦ ନିଲମ୍ବିତ ହେବା ପରେ ଆଉ କିଛି ଦଳର ନେତାମାନେ ସଂସଦରେ ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ । ଏଥିରୁ ସେମାନେ କିଛି ଶିଖିବା ଭଳି ମନେ ହେଉନାହିଁ । ସଂସଦ ଚାଲିବା ବିଜେଡି ଚାହେଁ । ସରକାର ମଧ୍ୟ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବା ଦରକାର । ସରକାର ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବା ସହ ସଂସଦ ଚାଲିବା ଉପରେ ଗୁରୁତ୍ୱ ଦିଅନ୍ତୁ । ସାଂସଦ ଅନୁଭବ ମହାନ୍ତି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଉଭୟ ଗୃହ ଚାଲି ନ ପାରିବା ଦୁଃଖର ବିଷୟ । ବିନା ବିରୋଧୀ ଦଳରେ ସଂସଦ ଚାଲିବା ଠିକ ନୁହଁ । ବିଧାୟକମାନଙ୍କ ଉପରେ ଲାଗିଥିବା ନିଲମ୍ବନ ଆଦେଶ କମ କରାଯାଉ ବୋଲି ସେ ଦାବି କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story