ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ଭାରତୀୟ ପ୍ରତିନିଧିର ଚୀନ ଗସ୍ତ

ଭୁବନେଶ୍ୱର: ବିଜୁ ଜନତା ଦଳର ବରିଷ୍ଠ ନେତା ତଥା କେନ୍ଦ୍ରପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ଏକ ଭାରତୀୟ ପ୍ରତିନିଧି ଦଳ ଚୀନ ଗସ୍ତରେ ଯାଇଛନ୍ତି। ଜୁନ୍୯ରୁ ୧୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି ୩ ଦିନିଆ ଚୀନ-ଭାରତ କଥାବାର୍ତ୍ତା ଓ ସହଯୋଗ ସମ୍ମିଳନୀକୁ ଆସ୍ପେନ ସେଣ୍ଟର ଓ ଚାଇନା ରିଫର୍ମ ଫୋରମ ଆୟୋଜନ କରୁଛି। ଏଥିରେ  ଉଭୟ ଦେଶର ବହୁ ବୁଦ୍ଧିଜୀବୀ, ରାଜନୀତିଜ୍ଞ ଓ ପ୍ରଶାସକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସାଂସଦ ଶ୍ରୀ ପଣ୍ଡା ଭାରତରେ […]

Baijayant Panda

Baijayant Panda

Rakesh Mallick
  • Published: Tuesday, 09 June 2015
  • Updated: 09 June 2015, 11:42 AM IST

Sports

Latest News

ଭୁବନେଶ୍ୱର: ବିଜୁ ଜନତା ଦଳର ବରିଷ୍ଠ ନେତା ତଥା କେନ୍ଦ୍ରପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ଏକ ଭାରତୀୟ ପ୍ରତିନିଧି ଦଳ ଚୀନ ଗସ୍ତରେ ଯାଇଛନ୍ତି। ଜୁନ୍୯ରୁ ୧୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି ୩ ଦିନିଆ ଚୀନ-ଭାରତ କଥାବାର୍ତ୍ତା ଓ ସହଯୋଗ ସମ୍ମିଳନୀକୁ ଆସ୍ପେନ ସେଣ୍ଟର ଓ ଚାଇନା ରିଫର୍ମ ଫୋରମ ଆୟୋଜନ କରୁଛି। ଏଥିରେ  ଉଭୟ ଦେଶର ବହୁ ବୁଦ୍ଧିଜୀବୀ, ରାଜନୀତିଜ୍ଞ ଓ ପ୍ରଶାସକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସାଂସଦ ଶ୍ରୀ ପଣ୍ଡା ଭାରତରେ ରାଜନୈତିକ ବିକାଶ ଏବଂ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ଉପରେ ନିଜର ବକ୍ତବ୍ୟ ରଖିବେ। ଦୁଇ ଦେଶ ମଧ୍ୟରେ କୂଟନୈତିକ, ରାଜନୈତିକ ଓ ବାଣିଜ୍ୟିକ ସମ୍ପର୍କରେ ଅଭିବୃଦ୍ଧି ପାଇଁ ବିଚାର ବିମର୍ଶ ହେବ। ଏହାସହ ଦୁଇ ପଡୋଶୀ ରାଷ୍ଟ୍ର ସମ୍ମୁଖୀନ ହେଉଥିବା ଆତଙ୍କବାଦ ଓ ନିରାପତ୍ତା ସମ୍ୱନ୍ଧୀୟ ସମସ୍ୟା ଉପରେ ଉଭୟ ଦେଶର ନେତୃବୃନ୍ଦ ଗୁରୁତ୍ୱାରୋପ କରିବା ଏହି ଆଲୋଚନାର ମୂଳ ଲକ୍ଷ୍ୟ ।

ଆଲୋଚନା ଚକ୍ରରେ ଯୋଗଦେବାକୁ ଯାଉଥିବା ଭାରତୀୟ ପ୍ରତିନିଧି ଦଳରେ ହିନ୍ଦୁସ୍ତାନ ଟାଇମ୍ସର ଫରେନ୍ ଏଡିଟର ପ୍ରମିତ ପାଲ ଚୌଧୁରୀ, ପ୍ରଧାନମନ୍ତ୍ରୀଙ୍କ ପୂର୍ବତନ ପ୍ରତିନିଧି ତଥା ରାଷ୍ଟ୍ରଦୂତ ଏସ.କେ. ଲାମ୍ୱା, ସାଂସଦ ଶଶି ଥରୁର, ଇଣ୍ଡିଆ ଟୁଡେର ଚୀନ ପ୍ରତିନିଧ ଅନନ୍ତ କ୍ରିଷ୍ଟନ, ପୂର୍ବତନ ଭାରତୀୟ ସେନା ଉପମୁଖ୍ୟ ଲେପ୍ଟେନାଣ୍ଟ ଜେନେରାଲ ଅରବିନ୍ଦର ସିଂ ଲାମ୍ୱା, ଆସ୍ସେନ ସେଣ୍ଟର ମୁଖ୍ୟ କିରନ ପସରିଛା ଏବଂ ବିଶେଷ ଅତିଥି ଭାବେ ଭାରତର ଚୀନ ରାଷ୍ଟ୍ରଦୂତ  ଅଶୋକ କେ. କଣ୍ଠ ସାମିଲ ଅଛନ୍ତି। ଶେଷଦିନରେ ଏହି ପ୍ରତିନିଧି ଦଳ ଚୀନ ବୈଦେଶିକ ବ୍ୟାପାର ଉପାଧ୍ୟକ୍ଷା ଏମଏସ୍ .ଜୋହା ବାଗିଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story