ସାରା ରାଜ୍ୟରେ ପାରଦ ୪୦ ତଳକୁ ଖସିଲା; ଭୁବନେଶ୍ୱରରେ ସର୍ବାଧିକ ୩୯.୯ ଡିଗ୍ରୀ

ଭୁବନେଶ୍ୱର: ସାରା ରାଜ୍ୟରେ ତାପମାତ୍ରା ୪୦ ତଳକୁ ଖସିଲା। ବୁଧବାର ରାଜ୍ୟର ସମସ୍ତ ପ୍ରମୁଖ ସ୍ଥାନଗୁଡ଼ିକର ତାପମାତ୍ରା ୪୦ ଡିଗ୍ରୀ ତଳକୁ ରହିଥିଲା। ଭୁବନେଶ୍ୱରରେ ତାପମାତ୍ରା ସର୍ବାଧିକ ୩୯.୯ ଡିଗ୍ରୀ ରହିଥିଲା। ତା’ତଳକୁ ଉତ୍ତପ୍ତ ସହର ଥିଲା ଚାନ୍ଦବାଲି। ଆଜି ଏଠାରେ ତାପମାତ୍ରା ୩୮.୮ ଡିଗ୍ରୀ ରହିଥିଲା। ସେହିପରି ତାଳଚେରରେ ୩୮.୭ ଡିଗ୍ରୀ, ସମ୍ବଲପୁରରେ ୩୮.୨, ଝାରସୁଗୁଡ଼ାରେ ୩୮.୧, ବଲାଙ୍ଗୀରରେ ୩୮, ହୀରାକୁଦରେ ୩୭.୬, ସୁନ୍ଦରଗଡ଼ରେ ୩୭.୦, ମାଲକାନଗିରିରେ ୩୭.୦, ଅନୁଗୁଳରେ ୩୭.୧, ସୋନପୁରରେ ୩୬.୫, କଟକରେ […]

khara

khara

Rakesh Mallick
  • Published: Wednesday, 03 June 2015
  • Updated: 03 June 2015, 02:06 PM IST

Sports

Latest News

ଭୁବନେଶ୍ୱର: ସାରା ରାଜ୍ୟରେ ତାପମାତ୍ରା ୪୦ ତଳକୁ ଖସିଲା। ବୁଧବାର ରାଜ୍ୟର ସମସ୍ତ ପ୍ରମୁଖ ସ୍ଥାନଗୁଡ଼ିକର ତାପମାତ୍ରା ୪୦ ଡିଗ୍ରୀ ତଳକୁ ରହିଥିଲା। ଭୁବନେଶ୍ୱରରେ ତାପମାତ୍ରା ସର୍ବାଧିକ ୩୯.୯ ଡିଗ୍ରୀ ରହିଥିଲା। ତା’ତଳକୁ ଉତ୍ତପ୍ତ ସହର ଥିଲା ଚାନ୍ଦବାଲି। ଆଜି ଏଠାରେ ତାପମାତ୍ରା ୩୮.୮ ଡିଗ୍ରୀ ରହିଥିଲା। ସେହିପରି ତାଳଚେରରେ ୩୮.୭ ଡିଗ୍ରୀ, ସମ୍ବଲପୁରରେ ୩୮.୨, ଝାରସୁଗୁଡ଼ାରେ ୩୮.୧, ବଲାଙ୍ଗୀରରେ ୩୮, ହୀରାକୁଦରେ ୩୭.୬, ସୁନ୍ଦରଗଡ଼ରେ ୩୭.୦, ମାଲକାନଗିରିରେ ୩୭.୦, ଅନୁଗୁଳରେ ୩୭.୧, ସୋନପୁରରେ ୩୬.୫, କଟକରେ ୩୬.୪, ବାଲେଶ୍ୱରରେ ୩୬.୧, ଗୋପାଳପୁରରେ ୩୫.୦, ଭବାନୀପାଟଣାରେ ୩୩.୫, ଟିଟିଲାଗଡ଼ରେ ୩୩.୫ ଓ ଫୁଲବାଣୀରେ ୩୩.୫ ଡିଗ୍ରୀ ତାପମାତ୍ରା ରହିଥିଲା।
ଅନ୍ୟପକ୍ଷରେ ଅଂଶୁଘାତରେ ମୃତକଙ୍କ ସଂଖ୍ୟା ୨୯କୁ ବୃଦ୍ଧି ପାଇଛି ବୋଲି ବୁଧବାର ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ତରଫରୁ କୁହାଯାଇଛି। ତେବେ ବେସରକାରୀ ଭାବେ ରାଜ୍ୟରେ ଅଂଶୁଘାତ ମୃତକଙ୍କ ସଂଖ୍ୟା ୧୩୫ ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story