ସାରଥିଙ୍କ ହାଇଦ୍ରାବାଦ ରହଣି ପ୍ରସଙ୍ଗ:  ଆଜି ମହିଳା ମାଜିଷ୍ଟ୍ରେଟଙ୍କ ଆଗରେ ବୟାନ ରଖିବେ ବିବାଦୀୟ ଯୁବତୀ

କଟକ: ସାରଥିଙ୍କ ହାଇଦ୍ରାବାଦ ରହଣି ପ୍ରସଙ୍ଗରେ ଆଜି ଜଣେ ମହିଳା ମାଜିଷ୍ଟେଟଙ୍କ ଆଗରେ ବୟାନ ରଖିପାରନ୍ତି ବିବାଦୀୟ ଯୁବତୀ। ଆଇପିସିର ୧୬୪ ଧାରା ଅନୁସାରେ ଯୁବତୀଙ୍କ ବୟାନ ରେକର୍ଡ କରାଯିବ। ଏ ନେଇ କୋର୍ଟ ମଧ୍ୟ ଅନୁମତି ଦେଇ ସାରିଛନ୍ତି। ସାରଥିଙ୍କ ସହ ସେ କେବେ ହାଇଦ୍ରାବାଦ ଯାଇଥିଲେ, ସେଠାରୁ ଅନ୍ୟ କୌଣସି ସ୍ଥାନକୁ ଯାଇଥିଲେ କି ନାହିଁ ଏ ନେଇ ବୟାନ ରଖିପାରନ୍ତି ଯୁବତୀ। ଯୁବତୀଙ୍କ ସହ ହାଇଦ୍ରାବାଦ ଯାଇଥିବା ଘଟଣାକୁ ପୂର୍ବରୁ ସାରଥି ଅସ୍ୱୀକାର […]

vlcsnap-2015-08-14-08h45m45s280

Rakesh Mallick
  • Published: Friday, 14 August 2015
  • , Updated: 14 August 2015, 04:50 AM IST

କଟକ: ସାରଥିଙ୍କ ହାଇଦ୍ରାବାଦ ରହଣି ପ୍ରସଙ୍ଗରେ ଆଜି ଜଣେ ମହିଳା ମାଜିଷ୍ଟେଟଙ୍କ ଆଗରେ ବୟାନ ରଖିପାରନ୍ତି ବିବାଦୀୟ ଯୁବତୀ। ଆଇପିସିର ୧୬୪ ଧାରା ଅନୁସାରେ ଯୁବତୀଙ୍କ ବୟାନ ରେକର୍ଡ କରାଯିବ। ଏ ନେଇ କୋର୍ଟ ମଧ୍ୟ ଅନୁମତି ଦେଇ ସାରିଛନ୍ତି। ସାରଥିଙ୍କ ସହ ସେ କେବେ ହାଇଦ୍ରାବାଦ ଯାଇଥିଲେ, ସେଠାରୁ ଅନ୍ୟ କୌଣସି ସ୍ଥାନକୁ ଯାଇଥିଲେ କି ନାହିଁ ଏ ନେଇ ବୟାନ ରଖିପାରନ୍ତି ଯୁବତୀ। ଯୁବତୀଙ୍କ ସହ ହାଇଦ୍ରାବାଦ ଯାଇଥିବା ଘଟଣାକୁ ପୂର୍ବରୁ ସାରଥି ଅସ୍ୱୀକାର କରିଥିଲେ । ଯୁବତୀ ଜଣକ ମଧ୍ୟ ବିଭିନ୍ନ ଗଣମାଧ୍ୟମରେ ଏହା ସତ ବୋଲି ସ୍ୱୀକାର କରିବା ସହ ସାରଥିଙ୍କର କିଛି ଦୋଷ ନାହିଁ ବୋଲି କହିଥିଲେ।

 

Related story