ସାରଥି ପ୍ରସଙ୍ଗ: ଗୋଲକୁଣ୍ଡା ହୋଟେଲର ଆଜି ସିସିଟିଭି ଯାଞ୍ଚ କରିବ କ୍ରାଇମବ୍ରାଞ୍ଚ ଟିମ୍

କଟକ: ହାଇଦ୍ରାବାଦରେ ପହଞ୍ଚି ସାରଥିଙ୍କ ହୋଟେଲ୍ ରହଣି ସଂପର୍କରେ ଛାନଭିନ୍ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ। ଆଜି ସାରଥୀ ରହିଥିବା ଗୋଲକୁଣ୍ଡା ହୋଟେଲର ସିସିଟିଭି ଫୁଟେଜ ଯାଞ୍ଚ କରିବ କ୍ରାଇମବ୍ରାଞ୍ଚର ଟିମ୍।  ଗତକାଲି ହୋଟେଲର ରେଜିଷ୍ଟର ଓ ସାରଥି ରହିଥିବା ରୁମ ଯାଞ୍ଚ କରିଥିଲା କ୍ରାଇମବ୍ରାଞ୍ଚ। ସାରଥି ଓ ଯୁବତୀ ଗତ ଜୁଲାଇ ୩ରୁ ୫ତାରିଖ ପର୍ଯ୍ୟନ୍ତ ଗୋଲକୋଣ୍ଡା ହୋଟେଲରେ ରହିଥିବା ସନ୍ଦେହ କରାଯାଉଛି। ସେପଟେ ସାରଥିଙ୍କ ତଥାକଥିତ ପୁଅ ସତ୍ୟମ୍ ବ୍ୟାଙ୍କରେ ଥିବା ବ୍ୟାଙ୍କ ଲକର୍ ଖୋଲିବାକୁ […]

baba111111111111111 (1)

Rakesh Mallick
  • Published: Tuesday, 18 August 2015
  • , Updated: 18 August 2015, 01:53 AM IST

କଟକ: ହାଇଦ୍ରାବାଦରେ ପହଞ୍ଚି ସାରଥିଙ୍କ ହୋଟେଲ୍ ରହଣି ସଂପର୍କରେ ଛାନଭିନ୍ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ। ଆଜି ସାରଥୀ ରହିଥିବା ଗୋଲକୁଣ୍ଡା ହୋଟେଲର ସିସିଟିଭି ଫୁଟେଜ ଯାଞ୍ଚ କରିବ କ୍ରାଇମବ୍ରାଞ୍ଚର ଟିମ୍।  ଗତକାଲି ହୋଟେଲର ରେଜିଷ୍ଟର ଓ ସାରଥି ରହିଥିବା ରୁମ ଯାଞ୍ଚ କରିଥିଲା କ୍ରାଇମବ୍ରାଞ୍ଚ। ସାରଥି ଓ ଯୁବତୀ ଗତ ଜୁଲାଇ ୩ରୁ ୫ତାରିଖ ପର୍ଯ୍ୟନ୍ତ ଗୋଲକୋଣ୍ଡା ହୋଟେଲରେ ରହିଥିବା ସନ୍ଦେହ କରାଯାଉଛି। ସେପଟେ ସାରଥିଙ୍କ ତଥାକଥିତ ପୁଅ ସତ୍ୟମ୍ ବ୍ୟାଙ୍କରେ ଥିବା ବ୍ୟାଙ୍କ ଲକର୍ ଖୋଲିବାକୁ ପ୍ରୟାସ ଆରମ୍ଭ ହୋଇଛି। କେନ୍ଦ୍ରାପଡ଼ା ଏସବିଆଇ ଶାଖାରେ ଥିବା ଏହି ଲକରକୁ  ଖୁବଶୀଘ୍ର ଖୋଲାଯିବ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ କହିଛନ୍ତି। ଏ ନେଇ ସତ୍ୟମଙ୍କୁ ବ୍ୟାଙ୍କ ପକ୍ଷରୁ ନୋଟିସ୍ ପଠାଯାଇଛି।

Related story